ଆତଙ୍କବାଦୀଙ୍କ ପାଇଁ ୫ ବର୍ଷରେ ୫.୭ ଡଲାର କ୍ଷତି ସହିଛି ପାକିସ୍ତାନ

ଇସଲାମ୍‌ବାଦ: ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ପାକିସ୍ତାନ ଏବେ ନିଜେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ଆତଙ୍କବାଦୀଙ୍କ କାରଣରୁ କେବଳ ଜୀବନ ନଷ୍ଟ ହୋଇଛି ତାହା ନୁହେଁ, ଆର୍ଥିକ ରୂପରେ ମଧ୍ୟ କ୍ଷତି ସହି ସହିବାକୁ ପଡୁଛି। ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ହୋଇଥିବା ବୋମା ବିସ୍ଫୋରଣରେ ବହୁ ସରଳ ଲୋକଙ୍କ ଜୀବନ ଚାଲି ଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ୫ ବର୍ଷରେ ୫.୭ ଡଲାର କ୍ଷତି ସହିଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଏ ନେଇ ସୂଚନା ଦେଇଛନ୍ତି। […]

pki

Rakesh Mallick
  • Published: Saturday, 21 May 2016
  • , Updated: 04 May 2017, 03:44 PM IST

ଇସଲାମ୍‌ବାଦ: ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ପାକିସ୍ତାନ ଏବେ ନିଜେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ଆତଙ୍କବାଦୀଙ୍କ କାରଣରୁ କେବଳ ଜୀବନ ନଷ୍ଟ ହୋଇଛି ତାହା ନୁହେଁ, ଆର୍ଥିକ ରୂପରେ ମଧ୍ୟ କ୍ଷତି ସହି ସହିବାକୁ ପଡୁଛି। ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ହୋଇଥିବା ବୋମା ବିସ୍ଫୋରଣରେ ବହୁ ସରଳ ଲୋକଙ୍କ ଜୀବନ ଚାଲି ଯାଇଛି।

ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ୫ ବର୍ଷରେ ୫.୭ ଡଲାର କ୍ଷତି ସହିଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଏ ନେଇ ସୂଚନା ଦେଇଛନ୍ତି।

୨୦୧୪ ମସିହା ଜୁନରେ  ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିଲା।  ପାକିସ୍ତାନ ସେନାଙ୍କ କହିବା ଅନୁସାରେ ଏହି ଅଭିଯାନ ଫଳରେ ୩ ହଜାରରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Related story