କରୋନା କଲା କଲବଲ, ଭାରତ ଶରଣରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତକୁ ସର୍ବଦା କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ପାକିସ୍ତାନ ଶେଷରେ କରୋନା ଯୋଗୁ କଲବଲ ହେବାରେ ଲାଗିଛି। କରୋନାକୁ ରୋକିବାରେ ଉପାଶୂନ୍ୟ ହୋଇପଡ଼ିଥିବା ପାକିସ୍ତାନ ଶେଷରେ ଭାରତ ଶରଣରେ ପଶିଛି। କରୋନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ପାଇଁ ପାକିସ୍ତାନ ପଡ଼ୋଶୀ ଭାରତକୁ ଅନୁରୋଧ କରିଛି। ଏହାପୂର୍ବରୁ ଆମେରିକା, ବ୍ରାଜିଲ ଓ ଇସ୍ରାଏଲ ଭଳି ଅନେକ ଦେଶ କରୋନା ମୁକାବିଲା ପାଇଁ ଭାରତକୁ କ୍ଲୋରୋକୁଇନ ପାଇଁ ନିବେଦନ କରିଥିଲେ। ଭାରତ ମଧ୍ୟ ସେମାନଙ୍କୁ […]

nv

nv

Hemant Lenka
  • Published: Wednesday, 15 April 2020
  • Updated: 15 April 2020, 08:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତକୁ ସର୍ବଦା କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ପାକିସ୍ତାନ ଶେଷରେ କରୋନା ଯୋଗୁ କଲବଲ ହେବାରେ ଲାଗିଛି। କରୋନାକୁ ରୋକିବାରେ ଉପାଶୂନ୍ୟ ହୋଇପଡ଼ିଥିବା ପାକିସ୍ତାନ ଶେଷରେ ଭାରତ ଶରଣରେ ପଶିଛି। କରୋନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ପାଇଁ ପାକିସ୍ତାନ ପଡ଼ୋଶୀ ଭାରତକୁ ଅନୁରୋଧ କରିଛି।

ଏହାପୂର୍ବରୁ ଆମେରିକା, ବ୍ରାଜିଲ ଓ ଇସ୍ରାଏଲ ଭଳି ଅନେକ ଦେଶ କରୋନା ମୁକାବିଲା ପାଇଁ ଭାରତକୁ କ୍ଲୋରୋକୁଇନ ପାଇଁ ନିବେଦନ କରିଥିଲେ। ଭାରତ ମଧ୍ୟ ସେମାନଙ୍କୁ କ୍ଲୋରୋକୁଇନ ଦେବାକୁ ପ୍ରତିଶ୍ରୁତି ଦେଇଛି।

ଏମାନଙ୍କ ପରେ ଏବେ ପାକିସ୍ତାନ ମଧ୍ୟ ଭାରତକୁ କ୍ଲୋରୋକୁଇନ ମାଗିଛି। ପାକିସ୍ତାନରେ ୬ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେହିପରି ୧୦୦ରୁ ଅଧିକ ମୁଣ୍ଡ ମଧ୍ୟ କରୋନା ଯୋଗୁ ପ୍ରାଣ ହରାଇଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story