‘ରାଲି ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ’

ମୁମ୍ୱାଇ: ଆସନ୍ତା ରବିବାର (ଡିସେମ୍ୱର ୨୨)ରେ ଦିଲ୍ଲୀର ରାମଲୀଳା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ରହିଛି। ବିଜେପି ଏହି ରାଲି କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାକୁ ଚାହିଁଛନ୍ତି ପାକିସ୍ତାନର କିଛି ଆତଙ୍କବାଦୀ ସଂଗଠନ। ଗୁଇନ୍ଦା ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଏବଂ ଦିଲ୍ଲୀ ପୁଲିସକୁ ଏଭଳି ସୂଚନା ଦେଇଛି। ‘ବ୍ଲ୍ୟୁ ବୁକ୍’ ନିୟମ ଅନୁଯାୟୀ ରାଲି ବେଳେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ସୁରକ୍ଷା ରହିବା ଦରକାର ବୋଲି ଗୁଇନ୍ଦା ସଂସ୍ଥା […]

modi

modi

Subhransu Sekhar
  • Published: Friday, 20 December 2019
  • Updated: 20 December 2019, 05:31 PM IST

Sports

Latest News

ମୁମ୍ୱାଇ: ଆସନ୍ତା ରବିବାର (ଡିସେମ୍ୱର ୨୨)ରେ ଦିଲ୍ଲୀର ରାମଲୀଳା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ରହିଛି। ବିଜେପି ଏହି ରାଲି କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାକୁ ଚାହିଁଛନ୍ତି ପାକିସ୍ତାନର କିଛି ଆତଙ୍କବାଦୀ ସଂଗଠନ। ଗୁଇନ୍ଦା ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଏବଂ ଦିଲ୍ଲୀ ପୁଲିସକୁ ଏଭଳି ସୂଚନା ଦେଇଛି। ‘ବ୍ଲ୍ୟୁ ବୁକ୍’ ନିୟମ ଅନୁଯାୟୀ ରାଲି ବେଳେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ସୁରକ୍ଷା ରହିବା ଦରକାର ବୋଲି ଗୁଇନ୍ଦା ସଂସ୍ଥା ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ, ରବିବାର ବିଜେପି ଦ୍ୱାରା ହେବାକୁ ଥିବା ଏହି ରାଲିରେ ଦିଲ୍ଲୀରେ ଥିବା ବେଆଇନ କଲୋନୀକୁ ନିୟମିତ କରିବା ବାବଦରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଭାରତରେ ରହିଛନ୍ତି। ରାମଲୀଳା ମଇଦାନରେ ରାଲି ବେଳେ ମୋଦିଙ୍କ ଉପରକୁ ଏହି ଆତଙ୍କୀ ସଂଗଠନର ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି।

ରାମଲୀଳା ମଇଦାନରେ ହେବାକୁ ଥିବା ଏହି ରାଲିରେ ପ୍ରଧାନମନ୍ତ୍ରୀ ଏବଂ ଅନେକ ମନ୍ତ୍ରୀ ଉପସ୍ଥିତ ରହିବେ। ଗୁଇନ୍ଦା ସଂସ୍ଥା କହିଛି, କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ନାଗରିକତା ସଂଶୋଧିତ ଆଇନ, ରାମ ଜନ୍ମଭୂମି ରାୟକୁ ଗୁରୁତ୍ୱ ଦେବାକୁ ହେବ। ଅନ୍ୟପଟେ ଫେବୃଆରୀରେ ହୋଇଥିବା ଏୟାର ଷ୍ଟ୍ରାଇକର ବଦଲା ନେବା ପାଇଁ ଏହି ଆତଙ୍କବାଦୀ ସଂଗଠନ ଚେଷ୍ଟା କରୁଛି ବୋଲି ଗୁଇନ୍ଦା ପ୍ରକାଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story