ପାକିସ୍ତାନ:  ଡ୍ରୋନ୍ ଆକ୍ରମଣରେ ୫ ଆତଙ୍କୀ ମୃତ

ପେଶାୱାର: ପାକିସ୍ତାନର କବାୟଲା ଅଞ୍ଚଳରେ ଶୁକ୍ରବାର ଆମେରିକାର ଡ୍ରନ୍ ଆକ୍ରମଣରେ ୫ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ଏହି ଡ୍ରନ୍ ଆକ୍ରମଣ ଆଫିଗାନିସ୍ତାନର ଉତ୍ତର ଭାଗ ବଜରିସ୍ତାନ କବାୟଲୀ ଜିଲ୍ଲାରେ ଘଟିଛି। ଏହି ଅଞ୍ଚଳକୁ ଅଲକାଏଦା ଓ ତାଲିବାନ୍ ଆତଙ୍କୀଙ୍କ ଆଡ୍ଡାସ୍ଥଳୀ କୁହାଯାଏ।

waziristan

Rakesh Mallick
  • Published: Friday, 07 August 2015
  • , Updated: 04 May 2017, 03:45 PM IST

Related story