ଭାରତ ଚାପରେ ଆଇନ୍ ବଦଳାଇବୁ ନାହିଁ: ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନାଗିରକ କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗରେ ମତ ରଖିଛି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ। ଭାରତ ଚାପରେ କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ଆଇନ ପରିବର୍ତ୍ତନ କରିବେ ନାହିଁ, ଭାରତକୁ ପାକିସ୍ତାନ କୋର୍ଟ ସହ ସହଯୋଗ କରିବାକୁ ପଡିବ ବୋଲି ପାକିସ୍ତାନ କହିଛି। କହିରଖୁଛୁ ଭାରତ ପାକିସ୍ତାନ କୋର୍ଟରେ କୁଳଭୂଷଣଙ୍କ ମାମଲାରେ ପକ୍ଷ ରଖିବା ପାଇଁ ଓକିଲ ନିଯୁକ୍ତ କରିବାକୁ ଚାହୁଁଛି। ଯାହାକୁ ନେଇ ଭାରତ କୂଟନୀତିକ ସ୍ତରରେ ମଧ୍ୟ ଆଲୋଚନା […]

kulbhushan-jadhav

kulbhushan-jadhav

Subhransu Sekhar
  • Published: Friday, 11 September 2020
  • Updated: 11 September 2020, 01:29 AM IST

Sports

Latest News

ଇସଲାମାବାଦ: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନାଗିରକ କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗରେ ମତ ରଖିଛି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ। ଭାରତ ଚାପରେ କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ଆଇନ ପରିବର୍ତ୍ତନ କରିବେ ନାହିଁ, ଭାରତକୁ ପାକିସ୍ତାନ କୋର୍ଟ ସହ ସହଯୋଗ କରିବାକୁ ପଡିବ ବୋଲି ପାକିସ୍ତାନ କହିଛି। କହିରଖୁଛୁ ଭାରତ ପାକିସ୍ତାନ କୋର୍ଟରେ କୁଳଭୂଷଣଙ୍କ ମାମଲାରେ ପକ୍ଷ ରଖିବା ପାଇଁ ଓକିଲ ନିଯୁକ୍ତ କରିବାକୁ ଚାହୁଁଛି। ଯାହାକୁ ନେଇ ଭାରତ କୂଟନୀତିକ ସ୍ତରରେ ମଧ୍ୟ ଆଲୋଚନା କରୁଥିବା ସୂଚନା ରହିଛି।

https://twitter.com/ANI/status/1304106972829093888

ଏଥିସହ ଭାରତାର ସିଡିଏସ ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ପାକିସ୍ତାନକୁ ନେଇ ଦେଇଥିବା ଏକ ମନ୍ତବ୍ୟକୁ ନିନ୍ଦା କରିଛି ପାକିସ୍ତାନ ମନ୍ତ୍ରାଳୟ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ କହିଛନ୍ତି ଯେ ଭାରତର ବରିଷ୍ଠ ସାମରିକ ନେତୃତ୍ୱଙ୍କ ଏପରି ବିବୃତ୍ତି ବିଜେପି-ଆରଏସଏସ ଉଗ୍ରବାଦୀ ଚିନ୍ତାଧାରାର ମାନସିକତାକୁ ପ୍ରକାଶ କରୁଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସିଡିଏସ ମୁଖ୍ୟ ବିପିନ ରାୱତ ପାକିସ୍ତାନକୁ ନିଜ କ୍ଷମତାରେ ରହିବାକୁ ଚେତାବନୀ ଦେଇଥିଲେ। କୌଣସି ପ୍ରକାରର ସୀମା ଉଲ୍ଲଂଘନ କଲେ କଡ଼ା ଜବାବ ଦିଆଯିବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story