ପାକିସ୍ତାନ ସେନା କ୍ୟାମ୍ପରେ ତାଲିମ ନେଇଛି ଗିରଫ ଆତଙ୍କବାଦୀ କୟୁମ

ଜମ୍ମୁ-କାଶ୍ମୀର: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପୁଣି ଥରେ ପ୍ରମାଣିତ ହୋଇଛି। ବିଏସଏଫ ଯବାନଙ୍କ ଦ୍ୱାରା ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ କୟୁମର ବୟାନ ପାକିସ୍ତାନକୁ ପୁଣି ଥରେ ଲଙ୍ଗଳା କରିଛି। ପଚରାଉଚରା ବେଳେ କୟୁମ ସ୍ୱୀକାର କରିଛି ଯେ, ସେ ପାକିସ୍ତାନ ସେନା କ୍ୟାମ୍ପରେ ଟ୍ରେନିଂ ନେଇଛି। ଏହାସହ ଲଶ୍କର-ଏ-ତୋଏବା ପାଇଁ ଅର୍ଥ ଯୋଗାଡ କରୁଥିବା ସ୍ୱୀକାର କରିଛି। ଗତକାଲି ଅନୁପ୍ରବେଶ ବେଳେ ବିଏସ୍‌ଏଫ୍‌ ଯବାନ କୟୁମକୁ ଗିରଫ କରିଥିଲେ।

terrorist

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 03:15 PM IST

ଜମ୍ମୁ-କାଶ୍ମୀର: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପୁଣି ଥରେ ପ୍ରମାଣିତ ହୋଇଛି। ବିଏସଏଫ ଯବାନଙ୍କ ଦ୍ୱାରା ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ କୟୁମର ବୟାନ ପାକିସ୍ତାନକୁ ପୁଣି ଥରେ ଲଙ୍ଗଳା କରିଛି।

ପଚରାଉଚରା ବେଳେ କୟୁମ ସ୍ୱୀକାର କରିଛି ଯେ, ସେ ପାକିସ୍ତାନ ସେନା କ୍ୟାମ୍ପରେ ଟ୍ରେନିଂ ନେଇଛି। ଏହାସହ ଲଶ୍କର-ଏ-ତୋଏବା ପାଇଁ ଅର୍ଥ ଯୋଗାଡ କରୁଥିବା ସ୍ୱୀକାର କରିଛି।

ଗତକାଲି ଅନୁପ୍ରବେଶ ବେଳେ ବିଏସ୍‌ଏଫ୍‌ ଯବାନ କୟୁମକୁ ଗିରଫ କରିଥିଲେ।

Related story