ପାକିସ୍ତାନରେ ବୋମା ବିସ୍ଫୋରଣ,୩ ମୃତ

ପେଶୱାର : ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ରାଘଜାଇ ଠାରେ ସୋମବାର ରାସ୍ତାକଡ଼ରେ ଏକ ବୋମା ବିସ୍ଫୋରଣ ଘଟିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାକିସ୍ତାନ ସରକାରଙ୍କ ଜଣେ ଅଧିକାରୀ ରହିଛନ୍ତି। ତାଙ୍କ ନାଁ ଫାରୁକ ୱାଜିର।  ୱାଜିରଙ୍କ ସହିତ ଆଉ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ମୃତକଙ୍କ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି।

pakexplosion

Rakesh Mallick
  • Published: Monday, 01 June 2015
  • , Updated: 04 May 2017, 03:45 PM IST

Related story