ପାକିସ୍ତାନରେ ସେନା ଛାଉଣୀ ଉପରେ ଆକ୍ରମଣ: ୪ ଯବାନ ଓ ୯ ଆତଙ୍କୀ ନିହତ

ପେଶାୱର: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ରବିବାର ସକାଳେ ସେନାର ଏକ ଛାଉଣୀ ଉପରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ସେନାର ପାଲଟା ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ପାକ୍ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି। ୨୦୦୯ରେ ପାକ୍ ସେନା ପକ୍ଷରୁ ବ୍ୟାପକ ଅଭିଯାନ ଦ୍ୱାରା ଦକ୍ଷିଣ ୱାଜିରିସ୍ତାନକୁ ଆତଙ୍କବାଦୀ ମୁକ୍ତ କରାଯାଇଥିଲା। ତେବେ ଏବେବି ସେଠାରେ ସୀମାରେ ଆତଙ୍କବାଦୀଙ୍କ ହରକତ୍ ଦେଖିବାକୁ […]

wajiristan

wajiristan

Rakesh Mallick
  • Published: Sunday, 12 July 2015
  • Updated: 04 May 2017, 03:45 PM IST

Sports

Latest News

ପେଶାୱର: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ରବିବାର ସକାଳେ ସେନାର ଏକ ଛାଉଣୀ ଉପରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ସେନାର ପାଲଟା ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ପାକ୍ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

୨୦୦୯ରେ ପାକ୍ ସେନା ପକ୍ଷରୁ ବ୍ୟାପକ ଅଭିଯାନ ଦ୍ୱାରା ଦକ୍ଷିଣ ୱାଜିରିସ୍ତାନକୁ ଆତଙ୍କବାଦୀ ମୁକ୍ତ କରାଯାଇଥିଲା। ତେବେ ଏବେବି ସେଠାରେ ସୀମାରେ ଆତଙ୍କବାଦୀଙ୍କ ହରକତ୍ ଦେଖିବାକୁ ମିଳୁଛି। ପଡ଼ୋଶୀ ଉତ୍ତର ୱାଜିରସ୍ତାନରେ ସେନା ପକ୍ଷରୁ ଜୋରଦାର ଅପରେସନ୍ କରାଯାଉଥିବା ଯୋଗୁ ଆତଙ୍କବାଦୀମାନେ ଦକ୍ଷିଣ ୱାଜିରିସ୍ତାନକୁ ଚାଲି ଆସୁଛନ୍ତି। ଆଦିବାସୀ ଅଧ୍ୟୁଷିତ ୱାଜିରିସ୍ତାନ ଅଞ୍ଚଳଟି ଆଫଗାନିସ୍ତାନ ସୀମାକୁ ଲାଗି ରହିଛି। ଆଉ ଏହାକୁ ତାଲିବାନୀ ଆତଙ୍କୀଙ୍କ ଭୂ-ସ୍ୱର୍ଗ ବୋଲି କୁହାଯାଏ।

ଗତବର୍ଷ ଜୁନରୁ ୱାଜିରିସ୍ତାନରୁ ତାଲିବାନୀ ଆତଙ୍କୀଙ୍କୁ ସଂପୂର୍ଣ୍ଣ ନିପାତ କରିବା ପାଇଁ ପାକ୍ ସେନା ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଉଛି। ଏଯାବତ ଏହି ଅପରେସନରେ ୨,୮୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ପାକ୍ ସେନା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story