ପାନ୍‌-ଆଧାର ସଂଯୋଗର ସମୟ ସୀମା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିବି) ପାନ୍‌କୁ ଆଧାର ସହିତ ଯୋଡ଼ିବାର ସମୟ ସୀମାକୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାକୁ ମିଶାଇ ପଞ୍ଚମ ଥର ପାଇଁ ସରକାର ପାନ୍‌-ଆଧାର ସଂଯୋଗର ସମୟ ସୀମାକୁ ବଢ଼ାଇଛନ୍ତି। ଆୟକର ଆଇନ୍‌ର ଧାରା ୧୧୯ ଅନୁସାରେ ଆୟକର ବିଭାଗର ନୀତି ନିର୍ଦ୍ଧାରଣ ୟୁନିଟ୍‌ ଶନିବାର ବିଳମ୍ବିତ ରାତିରେ ଏହି ଆଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ସିବିଡିବି ପାନ୍‌-ଆଧାର ସଂଯୋଗକୁ ଚାରିଥର ବଢ଼ାଇଥିଲେ। ପ୍ରଥମେ ୨୦୧୬ […]

pan

pan

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 11:31 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିବି) ପାନ୍‌କୁ ଆଧାର ସହିତ ଯୋଡ଼ିବାର ସମୟ ସୀମାକୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାକୁ ମିଶାଇ ପଞ୍ଚମ ଥର ପାଇଁ ସରକାର ପାନ୍‌-ଆଧାର ସଂଯୋଗର ସମୟ ସୀମାକୁ ବଢ଼ାଇଛନ୍ତି। ଆୟକର ଆଇନ୍‌ର ଧାରା ୧୧୯ ଅନୁସାରେ ଆୟକର ବିଭାଗର ନୀତି ନିର୍ଦ୍ଧାରଣ ୟୁନିଟ୍‌ ଶନିବାର ବିଳମ୍ବିତ ରାତିରେ ଏହି ଆଦେଶ ଜାରି କରିଛନ୍ତି।

ଏହା ପୂର୍ବରୁ ସିବିଡିବି ପାନ୍‌-ଆଧାର ସଂଯୋଗକୁ ଚାରିଥର ବଢ଼ାଇଥିଲେ। ପ୍ରଥମେ ୨୦୧୬ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା। ପରେ ଏହାକୁ ସେହି ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।  ତା’ ପରେ ଏହି ସମୟ ସୀମାକୁ ୨୦୧୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବଢ଼ା ଯାଇଥିଲା। ଏହାପରେ ୨୦୧୮ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଗତକାଲି ଏହି ସମୟ ସୀମା ସରିଥିଲା। ତେବେ ଆୟକର ରିଟର୍ନ ଦେଇ ନଥିବା ବ୍ୟକ୍ତିଙ୍କ ସୁବିଧା ପାଇଁ ଏହି ସମୟ ସୀମାକୁ ପୁଣି ବଢ଼ାଯାଇଛି ବୋଲି ଗତକାଲି ଜାରି କରାଯାଇଥିବା ଆଦେଶରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story