ପଞ୍ଜାବରେ ଓଲଟା ଉଡିଲା ତ୍ରିରଙ୍ଗା

ଅମୃତସର: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ବିକ୍ରିମ ସିଂ ଓଲଟା ଜାତୀୟ ପତାକା ଉତ୍ତୋଜନ କରିଥିବା ଜଣାପଡିଛି। ମନ୍ତ୍ରୀ ପତାକା ଉତ୍ତୋଳନ ପାଇଁ ଅମୃତସରକୁ ଯାଇଥିଲେ। ହେଲେ ପତାକା ଅଲଟା ଲାଗିଛି ବୋଲି ସେ ନ ଜାଣି ଉତ୍ତୋଳନ କରିଥିଲେ । ଏ ସମ୍ପର୍କରେ ପ୍ରଶାସନ ନିକଟରେ ଖବର ଆସିବା ପରେ ପତାକା ସିଧା କରାଯାଇଥିଲା।

bikram

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 12:54 PM IST

ଅମୃତସର: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ବିକ୍ରିମ ସିଂ ଓଲଟା ଜାତୀୟ ପତାକା ଉତ୍ତୋଜନ କରିଥିବା ଜଣାପଡିଛି। ମନ୍ତ୍ରୀ ପତାକା ଉତ୍ତୋଳନ ପାଇଁ ଅମୃତସରକୁ ଯାଇଥିଲେ। ହେଲେ ପତାକା ଅଲଟା ଲାଗିଛି ବୋଲି ସେ ନ ଜାଣି ଉତ୍ତୋଳନ କରିଥିଲେ ।

ଏ ସମ୍ପର୍କରେ ପ୍ରଶାସନ ନିକଟରେ ଖବର ଆସିବା ପରେ ପତାକା ସିଧା କରାଯାଇଥିଲା।

Related story