ଶପିଂ ମଲ୍‌ ପରେ ହୋଟେଲ ବୁଲିଲା ବାଘ

ଥାଣେ: ଶୀତଋତୁ ସରି ସରି ଆସୁଥିବାବେଳେ ପାଗ ବଦଳିବା ସହିତ ବାଘ ମାତିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି। ଭୁବନେଶ୍ୱରର ଏୟାରପୋର୍ଟ ଅଞ୍ଚଳରେ କଲରାପତରିଆ ବାଘ ବୁଲିଥିବା ନେଇ ସିସିଟିଭି ଭିଡିଓରୁ ଜଣାପଡ଼ିବା ପରେ ତାକୁ କୌଶଳକ୍ରମେ ଧରାଯିବାର କିଛି ଘଣ୍ଟା ନପୂରୁଣୁ ମହାରାଷ୍ଟ୍ରର ଥାଣେ ଅଞ୍ଚଳରେ ଏକ ଚିତାବାଘ ଶପିଂ ମଲ୍‌ ଓ ହୋଟେଲ ଚକ୍କର କାଟୁଥିବାର ଦୃଶ୍ୟ ସିସିଟିଭି ଭିଡିଓରେ କଏଦ ହୋଇଛି। ଏହି ଭୟଙ୍କର ଦୃଶ୍ୟ ସିସିଟିଭିରେ କଏଦ ହେବା ଆଗରୁ କିଛି […]

tiger

tiger

Subrat Kumar Nayak
  • Published: Wednesday, 20 February 2019
  • Updated: 20 February 2019, 02:04 PM IST

Sports

Latest News

ଥାଣେ: ଶୀତଋତୁ ସରି ସରି ଆସୁଥିବାବେଳେ ପାଗ ବଦଳିବା ସହିତ ବାଘ ମାତିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି। ଭୁବନେଶ୍ୱରର ଏୟାରପୋର୍ଟ ଅଞ୍ଚଳରେ କଲରାପତରିଆ ବାଘ ବୁଲିଥିବା ନେଇ ସିସିଟିଭି ଭିଡିଓରୁ ଜଣାପଡ଼ିବା ପରେ ତାକୁ କୌଶଳକ୍ରମେ ଧରାଯିବାର କିଛି ଘଣ୍ଟା ନପୂରୁଣୁ ମହାରାଷ୍ଟ୍ରର ଥାଣେ ଅଞ୍ଚଳରେ ଏକ ଚିତାବାଘ ଶପିଂ ମଲ୍‌ ଓ ହୋଟେଲ ଚକ୍କର କାଟୁଥିବାର ଦୃଶ୍ୟ ସିସିଟିଭି ଭିଡିଓରେ କଏଦ ହୋଇଛି।

ଏହି ଭୟଙ୍କର ଦୃଶ୍ୟ ସିସିଟିଭିରେ କଏଦ ହେବା ଆଗରୁ କିଛି ପ୍ରତ୍ୟକ୍ଷଦର୍ଶୀ ତାକୁ କୋରମ୍‌ ମଲ୍‌ ନିକଟରେ ଦେଖିଥିଲେ। ଏହାପରେ ପୁଲିସ ଏବଂ ବନବିଭାଗକୁ ଖବର ଦେଇଥିଲେ।

ଥାଣେର ସମତାନଗରଠାରେ ଥିବା ଏହି ମଲଠାରେ ତୁରନ୍ତ ପୁଲିସ ଏବଂ ବନବିଭାଗ ଅଧିକାରୀ ପହଞ୍ଚିଥିଲେ। ୨ ଘଣ୍ଟା ଛାନଭିନ୍‌ କରାଯିବାପରେ ଜଣାପଡ଼ିଥିଲା ଏହି ବାଘଟି ମଲ୍‌ ପାଚେରୀ ଡେଇଁ ପଳାଇଯାଇଛି।

ତେବେ ଏହି ନାଟକ ଏତିକିରେ ସରିନଥିଲା। ଏହାର କିଛି ମିନିଟ୍‌ ପରେ ହିଁ ଶପିଂ ମଲ୍‌ ନିକଟରେ ଥିବା ଏକ ହୋଟେଲର ବେସମେଣ୍ଟ ଅଞ୍ଚଳରେ ଏହି ବାଘ ବୁଲୁଥିବା କିଛି ଲୋକ ସୂଚନା ଦେଇଥିଲେ। ଏହାପରେ ନିକଟରେ ଥିବା କଲୋନି ଆଡ଼କୁ ମଧ୍ୟ ଏହା ମୁହାଁଇବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା।

ଶେଷ ଖବର ସୁଦ୍ଧା ଏହି ବାଘକୁ ୧୧.୫୦ ବେଳକୁ ଟ୍ରାଙ୍କୁଲାଇଜ୍‌ କରି ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story