ପ୍ୟାରିସରେ ଆକ୍ରମଣ କରିଥିବା ଆତଙ୍କୀ ଇସଲାମକୁ ମାନନ୍ତି ନାହିଁ: ମଦାନୀ

ନୂଆଦିଲ୍ଲୀ: ପ୍ୟାରିସରେ ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନେ ଇସଲାମକୁ ମାନନ୍ତି ନାହିଁ। ଏ କଥା କହିଛନ୍ତି ମୌଲାନା ମହମ୍ମଦ ମଦାନୀ। ସେ କହିଛନ୍ତି, ମୁସଲିମମାନଙ୍କ ପାଇଁ ଭାରତଠାରୁ ଭଲ ସ୍ଥାନ କିଛି ନାହିଁ। ଭାରତର ମାଟି ଅଲଗା ପ୍ରକାର, ଏଠାରେ ସମସ୍ତଙ୍କ ପାଇଁ ଭଲପାଇବା ଭରି ରହିଛି। ଆତଙ୍କବାଦୀ ସଂଗଠନ ବିରୋଧରେ ଆଜିଠାରୁ ସେ  ଦେଶର ବିଭିନ୍ନ ସହରରେ ସଚେତନତା ସୃଷ୍ଟି କରିବେ ବୋଲି ସୂଚନା ଦେଇଛନ୍ତି।

maulana-mahmood-madani

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 01:36 PM IST

Related story