ବିଜୟ ସଙ୍କେତ ଦେଖାଇଲେ ମୋଦି

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଚାଲିଛି ଭୋଟ ଗଣତି। ତେବେ ଦିନ ବଢ଼ିବା ସହିତ ଏହି ଦୁଇଟି ରାଜ୍ୟରେ ବିଜେପି ଶାସନ କରିବ ବୋଲି ସ୍ପଷ୍ଟ ହୋଇସାରିଲାଣି। ସମ୍ପୂର୍ଣ୍ଣ ଫଳାଫଳ ଆସିବାକୁ ଆହୁରି ବିଳମ୍ବ ଥିଲେ ସୁଦ୍ଧା ଉଭୟ ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ବିଜୟୋତ୍ସବ ଆରମ୍ଭ କରିଦେଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରୁ ବାଦ ପଡ଼ିନାହାଁନ୍ତି। ଆଜି ସେ ସଂସଦରେ ପହଞ୍ଚିବା ପରେ ବିଜୟ ସଙ୍କେତ ଦେଖାଇଥିଲେ। କାରରୁ ଓହ୍ଲାଇ ହସ ହସ […]

modi

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 12:38 PM IST

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଚାଲିଛି ଭୋଟ ଗଣତି। ତେବେ ଦିନ ବଢ଼ିବା ସହିତ ଏହି ଦୁଇଟି ରାଜ୍ୟରେ ବିଜେପି ଶାସନ କରିବ ବୋଲି ସ୍ପଷ୍ଟ ହୋଇସାରିଲାଣି। ସମ୍ପୂର୍ଣ୍ଣ ଫଳାଫଳ ଆସିବାକୁ ଆହୁରି ବିଳମ୍ବ ଥିଲେ ସୁଦ୍ଧା ଉଭୟ ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ବିଜୟୋତ୍ସବ ଆରମ୍ଭ କରିଦେଲେଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରୁ ବାଦ ପଡ଼ିନାହାଁନ୍ତି। ଆଜି ସେ ସଂସଦରେ ପହଞ୍ଚିବା ପରେ ବିଜୟ ସଙ୍କେତ ଦେଖାଇଥିଲେ। କାରରୁ ଓହ୍ଲାଇ ହସ ହସ ମୁହଁରେ ‘V’ ସଙ୍କେତ ଦେଖାଇଥିଲେ।

Related story