ମଙ୍ଗଳବାର ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଲୋକସଭା ଅଧିବେଶନ ଚାଲିଥିବା ବେଳେ ଆସନ୍ତା ମଙ୍ଗଳବାର ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଲୋକସଭାରେ ବିଜେପି ସାଂସଦଙ୍କ ଏଜେଣ୍ଡା କ’ଣ ରହିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ଏଥିସହ ବଜେଟ୍‌ ସମ୍ପର୍କରେ ସାଂସଦମାନେ ସେମାନଙ୍କ ମତାମତ ଦେବେ। ଏହାବାଦ୍‌ ମେ’ ମାସରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିବା ପରେ ମୋଦି ସରକାର କ’ଣ ସବୁ ନୂଆ ଯୋଜନା […]

dho

dho

Hemant Lenka
  • Published: Sunday, 30 June 2019
  • Updated: 30 June 2019, 05:15 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭା ଅଧିବେଶନ ଚାଲିଥିବା ବେଳେ ଆସନ୍ତା ମଙ୍ଗଳବାର ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଲୋକସଭାରେ ବିଜେପି ସାଂସଦଙ୍କ ଏଜେଣ୍ଡା କ’ଣ ରହିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ।

ଏଥିସହ ବଜେଟ୍‌ ସମ୍ପର୍କରେ ସାଂସଦମାନେ ସେମାନଙ୍କ ମତାମତ ଦେବେ। ଏହାବାଦ୍‌ ମେ’ ମାସରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିବା ପରେ ମୋଦି ସରକାର କ’ଣ ସବୁ ନୂଆ ଯୋଜନା ଘୋଷଣା କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହେବ। ବୈଠକର ଏଜେଣ୍ଡା ସମ୍ପର୍କରେ ବିଧିବଦ୍ଧ ଘୋଷଣା ହୋଇଛି।

ବିଜେପି ସାଂସଦମାନେ ବିଦେଶ ଗସ୍ତରୁ ଫେରିଥିବା ନରେନ୍ଦ୍ର ମୋଦିଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ଜାପାନର ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇ ଗତକାଲି ଭାରତ ଫେରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମଥର ପାଇଁ ବିଜେପିର ଦୁଇ ଭେଟେରାନ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ସଂସଦୀୟ ଦଳର ବୈଠକରେ ଯୋଗ ଦେଉନାହାନ୍ତି। କାରଣ ଉଭୟ ଏଥର ଲୋକସଭା ନିର୍ବାଚନ ଲଢ଼ି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story