ବାଜପେୟୀଙ୍କୁ ଏମିତି ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍‌ରେ ଲେଖିଛନ୍ତି,“ ପ୍ରିୟ ଅଟଳ ବିହାରୀ ବାଜପେୟୀଙ୍କୁ ଜନ୍ମ ଦିନରେ ଅନେକ ଶୁଭେଚ୍ଛା। ତାଙ୍କ ନେତୃତ୍ୱରେ ଭାରତର ବିକାଶ ହେବା ସହ ସାରା ବିଶ୍ୱରେ ଆମ ସମ୍ମାନ ବୃଦ୍ଧି କରିଛନ୍ତି।” ଏହାସହିତ ମୋଦି ପଣ୍ଡିତ ମଦନ-ମୋହନ ମାଲବୀୟଙ୍କୁ ମଧ୍ୟ ତାଙ୍କ ଜନ୍ମ ଦିନରେ ମନେ ପକାଇଛନ୍ତି।  ସେ ଟ୍ୱିଟ୍‌ରେ […]

vajpayee

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 10:05 AM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍‌ରେ ଲେଖିଛନ୍ତି,“ ପ୍ରିୟ ଅଟଳ ବିହାରୀ ବାଜପେୟୀଙ୍କୁ ଜନ୍ମ ଦିନରେ ଅନେକ ଶୁଭେଚ୍ଛା। ତାଙ୍କ ନେତୃତ୍ୱରେ ଭାରତର ବିକାଶ ହେବା ସହ ସାରା ବିଶ୍ୱରେ ଆମ ସମ୍ମାନ ବୃଦ୍ଧି କରିଛନ୍ତି।”

ଏହାସହିତ ମୋଦି ପଣ୍ଡିତ ମଦନ-ମୋହନ ମାଲବୀୟଙ୍କୁ ମଧ୍ୟ ତାଙ୍କ ଜନ୍ମ ଦିନରେ ମନେ ପକାଇଛନ୍ତି।  ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ଇତିହାସରେ ତାଙ୍କ ପ୍ରଭାବ ଅଧିକ ମଜଭୁତ। ଯାହା କେବେ ଭୁଲି ହେବ ନାହିଁ। ଶିକ୍ଷା କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଓ ଦେଶ ଭକ୍ତି ସବୁବେଳେ ମନେ ରହିବ।”

Related story