ଇତିହାସ ରଚିଲା ଭାରତ, ଦେଶ ଏବେ ମହାକାଶ ମହାଶକ୍ତି

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ସେ ଜରୁରୀକାଳୀନ ଭାବରେ ଦେଶକୁ ସମ୍ବୋଧନ କରି ଆଜି ଭାରତ ହାସଲ କରିଥିବା ମହାକାଶ ସଫଳତା ବିଷୟରେ ବଖାଣିଛନ୍ତି। ସେ ବୁଧବାର କହିଛନ୍ତି, ଏକ ଲାଇଭ୍ ସ୍ୟାଟେଲାଇଟ୍‌କୁ ଖସାଇବାରେ ସଫଳ ହୋଇ ଆମ ଦେଶ ଏବେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବରେ ଆଣ୍ଟି ସ୍ୟାଟେଲାଇଟ୍ ମିସାଇଲ କ୍ଷମତାସମ୍ପନ୍ନ ହୋଇପାରିଛି। ‘ମିଶନ୍ ଶକ୍ତି’ ନାମକ ଏହି ୩ ମିନିଟ୍‌ର ଅଭିଯାନ ପରେ ଭାରତ `ସ୍ପେଶ୍ ସୁପର […]

modi

modi

Subrat Kumar Nayak
  • Published: Wednesday, 27 March 2019
  • Updated: 27 March 2019, 02:53 PM IST

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ସେ ଜରୁରୀକାଳୀନ ଭାବରେ ଦେଶକୁ ସମ୍ବୋଧନ କରି ଆଜି ଭାରତ ହାସଲ କରିଥିବା ମହାକାଶ ସଫଳତା ବିଷୟରେ ବଖାଣିଛନ୍ତି। ସେ ବୁଧବାର କହିଛନ୍ତି, ଏକ ଲାଇଭ୍ ସ୍ୟାଟେଲାଇଟ୍‌କୁ ଖସାଇବାରେ ସଫଳ ହୋଇ ଆମ ଦେଶ ଏବେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବରେ ଆଣ୍ଟି ସ୍ୟାଟେଲାଇଟ୍ ମିସାଇଲ କ୍ଷମତାସମ୍ପନ୍ନ ହୋଇପାରିଛି।

'ମିଶନ୍ ଶକ୍ତି' ନାମକ ଏହି ୩ ମିନିଟ୍‌ର ଅଭିଯାନ ପରେ ଭାରତ `ସ୍ପେଶ୍ ସୁପର ଲିଗ୍'ରେ ସାମିଲ ହୋଇଛି। ଏହା ଭାରତର ସୁରକ୍ଷା, ଅର୍ଥନୈତିକ ପ୍ରଗତି ଏବଂ ଟେକ୍ନୋଲୋଜି ବିକାଶରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଏହି ପଦକ୍ଷେପ କୌଣସି ଦେଶକୁ ଲକ୍ଷ୍ୟ କରି ନିଆଯାଇ ନାହିଁ। 'ଲିଓ' ବା ଲୋ ଆର୍ଥ ଅର୍ବିଟ୍ ସ୍ୟାଟେଲାଇଟକୁ ମିସାଇଲ ଦ୍ୱାରା ଖସା ଯାଇ ପାରିଛି।

ଦୁଇଟି କାରଣ ପାଇଁ ଏହା ଭାରତ ପାଇଁ ବଡ଼ ସଫଳତା ବୋଲି ମୋଦି କହିଛନ୍ତି। ଆମେରିକା, ରୁଷ୍, ଚାଇନା ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବରେ ଏହି ସ୍ବତନ୍ତ୍ର ଓ ଆଧୁନିକ କ୍ଷମତାର ଅଧିକାରୀ ହେବାର ସଫଳତା ପାଇଛି। ଅନ୍ୟ ପକ୍ଷରେ ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ।

ମୋଦି ଭାରତକୁ ମହାକାଶ ମହାଶକ୍ତି କହିବା ଅବସରରେ ଆହୁରି ମଧ୍ୟ କହିଥିଲେ, ଖସାଯାଇଥିବା ସ୍ୟାଟେଲାଇଟ୍ ସମୁଦ୍ର ପତ୍ତନଠାରୁ ତିନି ଶହ କିଲୋମିଟର ଉଚ୍ଚରେ ପ୍ରଦିକ୍ଷଣ କରୁଥିଲା। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍(ଡିଆରଡିଓ) ନେତୃତ୍ୱରେ ଏହି ମହାକାଶ କାର୍ଯ୍ୟକ୍ରମ ଭାରତର ସମାଗ୍ରିକ ତ୍ସୁରକ୍ଷା ଦୃଢ଼ୀକରଣ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଥିଲେ। ଏଥିରେ କୌଣସି ଅନ୍ତର୍ଜାତିକ ନିୟମ ଉଲ୍ଲଂଘନ ହୋଇନଥିବା ସେ କହିଛନ୍ତି।

ଆଜି ଭାରତ କୃଷି, ବିପର୍ଯ୍ୟୟ, ଯୋଗାଯୋଗ, ପାଣିପାଗ ଏବଂ ଦିଗ ନିର୍ଦ୍ଧାରଣ ଆଦି କ୍ଷେତ୍ରରେ ସ୍ୟାଟେଲାଇଟ୍ ଉପରେ ବ୍ୟାପକ ପରିମାଣରେ ନିର୍ଭରଶୀଳ। ସେ ଏହି ମୁହୂର୍ତ୍ତ ପାଇଁ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।

https://twitter.com/narendramodi/status/1110801488559759360

କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡ଼କରୀ 'ମିଶନ୍ ଶକ୍ତି' ସହିତ ଜଡ଼ିତ ସମସ୍ତ ବୈଜ୍ଞାନିକଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ଗତିରେ ସମଗ୍ର ବିଶ୍ୱ ନେତୃତ୍ୱ ନେବାକୁ ଆଗକୁ ବଢ଼ୁଛି। ଏହା କେବଳ ବୃହତ୍ ଆର୍ଥିକ ଶକ୍ତି ନୁହେଁ, ବୃହତ୍ ବିଜ୍ଞାନ ଶକ୍ତି ମଧ୍ୟ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story