ପଶ୍ଚିମବଙ୍ଗ ହେଉ ବାଂଲା: କୁର୍ତ୍ତା ଓ ମିଠା ସହ ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ: ଅନେକ ବାଦ ବିବାଦ ଏବଂ ବାକ୍ୟଯୁଦ୍ଧ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆଜି ଭେଟ ହୋଇଛି। ଦିନେ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ପୂରାଇ ଦେଉନଥିବା ମମତା ଆଜି ମୋଦିଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ସେ ପଶ୍ଚିମବଙ୍ଗର ନାମ ବାଂଲାକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ମୋଦିଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ଏହି ଭେଟ ହୋଇଛି। […]

modi

modi

Subrat Kumar Nayak
  • Published: Wednesday, 18 September 2019
  • Updated: 18 September 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ଅନେକ ବାଦ ବିବାଦ ଏବଂ ବାକ୍ୟଯୁଦ୍ଧ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆଜି ଭେଟ ହୋଇଛି। ଦିନେ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ପୂରାଇ ଦେଉନଥିବା ମମତା ଆଜି ମୋଦିଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ସେ ପଶ୍ଚିମବଙ୍ଗର ନାମ ବାଂଲାକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ମୋଦିଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ଏହି ଭେଟ ହୋଇଛି। ସମ୍ପୂର୍ଣ୍ଣ ପାରମ୍ପରିକ ଭାବେ ମମତା ସାଥିରେ ଏକ କୁର୍ତ୍ତା ଏବଂ ମମତା ମିଠା ପ୍ୟାକେଟ୍‌ ନେଇ ପହଞ୍ଚିଥିଲେ। ସେ ଏହି ବୈଠକକୁ ଅଣରାଜନୀତିକ, ସନ୍ତୋଷଜନକ ଏବଂ ସଫଳ ବୈଠକ ବୋଲି କହିଛନ୍ତି।

ଏହି ଅବସରରେ ମମତା ପଶ୍ଚିମବଙ୍ଗର ବୀରଭୂମଠାରେ କୋଲଫିଲ୍ଡ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ମମତା ଏହି ନିମନ୍ତ୍ରଣ ବାବଦରେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଶ୍ଚିମବଙ୍ଗ ଆସି ବିଶ୍ୱର ଦ୍ୱିତୀୟ ବୃହତ୍‌ କୋଇଲା ବ୍ଲକ୍‌ ଉଦ୍‌ଘାଟନ କରିବାକୁ ନିମନ୍ତ୍ରଣ କରିଛି। ସୂଚନାଯୋଗ୍ୟ ଯେ, ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବାପରେ ପ୍ରଥମ ଥର ପାଇଁ ଉଭୟଙ୍କ ମଧ୍ୟରେ ଭେଟ ହୋଇଛି।

ବହୁ ଆଗରୁ ମମତା ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ଦାବି କରିଆସୁଛନ୍ତି। ତେବେ ଆଜି ମମତା ମୋଦିଙ୍କ ଆଗରେ ଏହି ପ୍ରସଙ୍ଗ ରଖିଥିଲେ। ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଥିଲେ। ଗତ ସଂସଦୀୟ ଅଧିବେଶନରେ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ।

ମମତା ଏହି ଅବସରରେ ପଶ୍ଚିମବଙ୍ଗର ବିକାଶ ବାବଦରେ ମଧ୍ୟ ଆଲୋଚନା କରିଥିଲେ। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ମମତା ଏହି ବୈଠକକୁ ନେଇ କହିଥିଲେ, ଏହା ୨ଟି ପଦବୀ ମଧ୍ୟରେ ବୈଠକ ଥିଲା, ରାଜନୀତିକ ନୁହେଁ। ଯଦି ଆସନ୍ତାକାଲି ଅମିତ ଶାହ ସମୟ ଦିଅନ୍ତି, ମୁଁ ତାଙ୍କୁ ମଧ୍ୟ ଆସନ୍ତାକାଲି ସୌଜନ୍ୟତା ଦୃଷ୍ଟିରୁ ଭେଟିବି। ଏନ୍‌ଆରସି ବାବଦରେ କିଛି ଆଲ୍ଚନା ହୋଇନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ସିବିଆଇ ମମତା ବାନାର୍ଜୀଙ୍କ ସରକାରରେ ଏକଦା କୋଲକାତା ପୁଲିସ୍‌ ମୁଖ୍ୟ ଥିବା ରାଜୀବ କୁମାରଙ୍କୁ ଖୋଜୁଥିବାରୁ ସେ ବିଷୟରେ ମମତାଙ୍କ ମତ ମଗାଯାଇଥିଲା। କିନ୍ତୁ ଗଣମାଧ୍ୟମକୁ ସେ ବିଷୟରେ କିଛି ବି କହିନଥିଲେ ମମତା। ସେ କହିଥିଲେ ମୋତେ ସେ ବିଷୟରେ ପଚାରନ୍ତୁନି, ମୁଁ ମୋଦିଙ୍କ ସହ ସେସବୁ ବିଷୟରେ କଥା ହୋଇନି। ଦିଲ୍ଲୀ ଯିବା ପୂର୍ବରୁ ଗତକାଲି ସେ ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କରୁଥିବା କିଛି ପ୍ରକଳ୍ପରେ ପଶ୍ଚିମବଙ୍ଗ ପାଇବାକୁ ଥିବା ବକେୟା ବାବଦରେ ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story