ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

ଆମେଠି: ଉତ୍ତର ପ୍ରଦେଶର ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ଘଟଣାରେ ପୁଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି। ଏମାନେ ଆଞ୍ଚଳିକ ସ୍ତରୀୟ ରାଜନୀତିକ ଶତ୍ରୁତା ଯୋଗୁ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି। ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି, “ଆମେ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଏବେ ବି ଦୁଇ ଜଣ ଫେରାର ଅଛନ୍ତି। ଆମେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରିବୁ। ଗିରଫ ଅଭିଯୁକ୍ତଙ୍କ […]

final smriti

final smriti

Hemant Lenka
  • Published: Monday, 27 May 2019
  • Updated: 27 May 2019, 06:42 PM IST

Sports

Latest News

ଆମେଠି: ଉତ୍ତର ପ୍ରଦେଶର ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ଘଟଣାରେ ପୁଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି। ଏମାନେ ଆଞ୍ଚଳିକ ସ୍ତରୀୟ ରାଜନୀତିକ ଶତ୍ରୁତା ଯୋଗୁ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି।

ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି, “ଆମେ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଏବେ ବି ଦୁଇ ଜଣ ଫେରାର ଅଛନ୍ତି। ଆମେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରିବୁ। ଗିରଫ ଅଭିଯୁକ୍ତଙ୍କ ବୟାନ ଓ ମିଳିଥିବା ପ୍ରମାଣ ଆଧାରରେ ଆଞ୍ଚଳିକ ସ୍ତରର ରାଜନୀତିକ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।”

ସୁରେନ୍ଦ୍ର ସିଂହଙ୍କୁ ତାଙ୍କ ଘରପାଖରେ ଆକ୍ରମଣ କରାଯାଇଥିଲା। ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ଲୋକସଭା ନିର୍ବାଚନ ବେଳେ ସ୍ମୃତି ଇରାନୀଙ୍କ ପାଇଁ ଜୋରଦାର ପ୍ରଚାର କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ମୃତି ଇରାନୀ ତୁରନ୍ତ ଆମେଠିରେ ପହଞ୍ଚିବା ସଙ୍ଗେସଙ୍ଗେ କୋକେଇକୁ ଅନ୍ୟମାନଙ୍କ ସହ ମିଶି ନିଜ କାନ୍ଧରେ ଶ୍ମଶାନକୁ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story