ପୂର୍ବା ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରର ରୁମା ରେଳଷ୍ଟେସନ୍ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବା ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ କେହି ଗୁରୁତର ଆହତ ହୋଇ ନାହାନ୍ତି। ଟ୍ରେନ୍‌ଟି ହାୱଡାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ସେଥିରୁ ୪ଟି ବଗି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ପରେ ପୂର୍ବା […]

express

express

Jitendra Garnayak
  • Published: Saturday, 20 April 2019
  • Updated: 20 April 2019, 09:09 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରର ରୁମା ରେଳଷ୍ଟେସନ୍ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବା ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ କେହି ଗୁରୁତର ଆହତ ହୋଇ ନାହାନ୍ତି।

ଟ୍ରେନ୍‌ଟି ହାୱଡାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ସେଥିରୁ ୪ଟି ବଗି ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣା ପରେ ପୂର୍ବା ଏକ୍ସପ୍ରେସ୍‌ର ୯୦୦ ଯାତ୍ରୀଙ୍କୁ ଦିଲ୍ଲୀ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣା ଯୋଗୁ ଏହି ଲାଇନ୍‌ରେ ଚଳାଚଳ କରୁଥିବା ୧୧ଟି ଟ୍ରେନ୍‌କୁ ଆଜି ପାଇଁ ବାତିଲ କରି ଦିଆଯାଇଛି।

କାନପୁର ରେଳ ମଣ୍ଡଳର ଡିଆର୍‌ଏମ୍ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେବେ ଦୁର୍ଘଟଣାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନି।

ଉତ୍ତର-କେନ୍ଦ୍ର ରେଳବାଇର ଆହ୍ଲାବାଦ ସ୍ଥିତ ଲୋକ ସଂପର୍କ ଅଧିକାରୀ ଜାରି କରିଥିବା ବିବୃତ୍ତିରେ କହିଛନ୍ତି, ଗତକାଲି ରାତି ୧୨ଟା ୫୦ରେ ଏହି ଦୁର୍ଘଟଣା ଘଟିଥିଲା। ୧୨ଟି ବଗି ଲାଇନ୍‌ଚ୍ୟୁତ ହେବା ଯୋଗୁ ଉକ୍ତ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି। ଖବର ପାଇବା ସଙ୍ଗେ ସଙ୍ଗେ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରେନ୍‌ର ପ୍ରଥମ କେତୋଟି ବଗି ଲାଇନ୍‌ଚ୍ୟୁତ ହୋଇ ନଥିଲା। ସେଗୁଡ଼ିକୁ କାନ୍‌ପୁର ସେଣ୍ଟ୍ରାଲ୍‌କୁ ଅଣାଯାଇଥିଲା। ସକାଳ ୫ଟା ୪୫ରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସମସ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story