ଏନପିଆର ପାଇଁ ଦେବାକୁ ହେବ ନୂଆ ତଥ୍ୟ, ଏନଆରସି ସହିତ ରହିଛି ଲିଙ୍କ୍!

ନୂଆଦିଲ୍ଲୀ: ମଙ୍ଗଳବାର ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଏନିପିଆର ଜରିଆରେ ଦେଶର ଜନସଂଖ୍ୟା ପଞ୍ଜିକରଣ କରିବେ ସରକାର। ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ଏବେର ଏନପିଆର ଭିନ୍ନ। କାରଣ ଅନେକ ନିୟମ ଏଥିରେ ଯୋଡ଼ାଯାଇଛି। ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ୨୧ଟି ତଥ୍ୟ ଦେବାକୁ ହେବ। ନୂଆ ଭାବରେ ବା ପ୍ରଥମ ଥର ପାଇଁ ନାଗରିକମାନେ ସେମାନଙ୍କ ବାପାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନ […]

npr

npr

Subhransu Sekhar
  • Published: Wednesday, 25 December 2019
  • Updated: 25 December 2019, 04:47 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଏନିପିଆର ଜରିଆରେ ଦେଶର ଜନସଂଖ୍ୟା ପଞ୍ଜିକରଣ କରିବେ ସରକାର। ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ଏବେର ଏନପିଆର ଭିନ୍ନ। କାରଣ ଅନେକ ନିୟମ ଏଥିରେ ଯୋଡ଼ାଯାଇଛି। ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ୨୧ଟି ତଥ୍ୟ ଦେବାକୁ ହେବ। ନୂଆ ଭାବରେ ବା ପ୍ରଥମ ଥର ପାଇଁ ନାଗରିକମାନେ ସେମାନଙ୍କ ବାପାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନ ସହିତ ଘରର ଆବାସିକ ପତ୍ର, ପାସପୋର୍ଟ ନମ୍ୱର, ଆଧାର ପରିଚୟ ପତ୍ର, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ନମ୍ୱର ଏବଂ ମୋବାଇଲ ଫୋନ୍ ନମ୍ୱର ଦେବାକୁ ପଡ଼ିବ ବୋଲି ନିୟମ ରହିଛି। ଯାହାକି ପୂର୍ବ ଜନଗଣନା ବେଳେ ମଗାଯାଇନଥିଲା। ତେବେ ଏହାକୁ ନେଇ ଦ୍ୱନ୍ଦ୍ୱ ହେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏ ବାବଦରେ ଗତକାଲି ସ୍ପଷ୍ଟୀକରଣ ଦେଇଛନ୍ତି। ପଞ୍ଜିକରଣ ବେଳେ କୌଣସି ଦସ୍ତାବିଜ ଦେବାର ଆବଶ୍ୟକ ନାହିଁ। ମୁହଁରେ ଜଣେ ନାଗରିକ ଯାହା କହିବେ ତାହା ହିଁ ଗ୍ରହଣୀୟ।

୨୦୨୦ରେ ହେବାକୁ ଥିବା ଏନପିଆରରେ ମଗାଯାଇଥିବା ନାଗରିକର ତଥ୍ୟକୁ ନେଇ ଏବେ ଅନେକ ବିବାଦ ସାମ୍ନାକୁ ଆସିଛି। କାରଣ ଜଣେ ନାଗରିକର ତଥ୍ୟ ଦେବା ବେଳେ ତାଙ୍କ ବାପାଙ୍କର ଜନ୍ମ ତାରିଖ ଓ ସ୍ଥାନ ଦେବାକୁ ପଡ଼ିବ। ଯାହାକି ବିତର୍କର ବିଷୟ। କାରଣ ଜଣେ ବ୍ୟକ୍ତି ନିଜର ଜନ୍ମ ତାରିଖ ଓ ସ୍ଥାନ ମନେ ରଖିଥିବା ବା ଏସଂକ୍ରାନ୍ତୀୟ ଦସ୍ତାବିଜ୍ ରଖିଥିବ। ହେଲେ ଜଣେ ନିଜ ବାପା ମା’ଙ୍କର ଜନ୍ମତାରିଖ ଏବଂ ସ୍ଥାନ କାହିଁକି ରଖିବ ତାହା ଏବେ ପ୍ରଶ୍ନବାଚୀ। ଯଦି ଜଣେ ରଖିନଥିବ କିମ୍ୱା ହଜି ଯାଇଥିବା ତାହେଲେ ଏହାର ବିକଳ୍ପ କ’ଣ ତାହା ଏବେ ବିତର୍କର ବିଷୟ।

ଏନପିଆରକୁ ମୋଦି ସରକାରଙ୍କ କ୍ୟାବିନେଟ ଅନୁମୋଦନ ଦେବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସାକ୍ଷାତକାରରେ କହିଥିଲେ ଏନପିଆର ସହିତ ଏନସିଆରର କୌଣସି ଲିଙ୍କ୍ ନାହିଁ। କିନ୍ତୁ ୨୦୧୪ ମସିହାରେ ରାଜ୍ୟସଭାରେ ଉତ୍ତର ରଖି ତତ୍କାଳୀନ ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ଏନପିଆର ଭିତ୍ତିରେ ସରକାର ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରିବେ। ଏନପିଆରରେ ଦିଆଯାଇଥିବା ତଥ୍ୟର ଯାଞ୍ଚ କରାଯାଇ ନାଗରିକ ପଞ୍ଜିକା ଚୂଡ଼ାନ୍ତ ହେବ। ଏନପିଆର ବେଳେ ଜଣେ ନାଗରିକର ବାପାଙ୍କ ଜନ୍ମ ତାରିଖ ଓ ସ୍ଥାନ ସରକାର ମାଗିବା ପଛର ଉଦ୍ଦେଶ୍ୟ ଏନସିଆର ସହିତ ଲିଙ୍କ୍ ରହିଛି ବୋଲି ଏବେ ସମାଲୋଚକ କହିଛନ୍ତି।

କାରଣ ନାଗରିକ ସଂଶୋଧନ ଆଇନ୍ (ସିଏଏ) ୨୦୧୯ ଅନୁଯାୟୀ ଜଣେ ବ୍ୟକ୍ତିଙ୍କର ବାପା, ମାଆ ୧୯୮୭ ପରେ ଦେଶରେ ଜନ୍ମଗ୍ରହଣ କରିଥିବା ଦରକାର। ଅନ୍ୟପଟେ ଏନଆରସି ବେଳେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାପା, ମା’ଙ୍କ ଜନ୍ମସ୍ଥାନ ଦେବାକୁ ପଡ଼ିବ ବୋଲି ସଂସଦରେ ଓ ବାହାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ସୋଶାଲ ମିଡିଆରେ ସମାଲୋଚକ ମାନେ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ମୋଦି ସରକାରଙ୍କ କ୍ୟାବିନେଟ୍ ଏନପିଆରକୁ ମଞ୍ଜୁରୀ ଦେଇଛି। ଏନପିଆରକୁ ଅପଡେଟ କରିବା ପାଇଁ କ୍ୟାବିନେଟ ୩,୯୪୧.୩୫ କୋଟି ଦେଇଛନ୍ତି। ସେହିପରି ୨୦୨୧ ଜନଗଣନା ପାଇଁ ଖର୍ଚ୍ଚ ହେବାକୁ ଥିବା ୮,୭୫୪.୨୩ କୋଟି ଟଙ୍କା ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ତେବେ ଏନପିଆରର ତଥ୍ୟକୁ ଏନଆରସି ସହ ଯୋଡ଼ାଯିବ ନାହିଁ ବୋଲି ଶାହ କହିଛନ୍ତି। ଏନପିଆର ଦେଶର ଜନସଂଖ୍ୟା ଗଣନା ପାଇଁ ହୋଇଛି। ଏନଆରସି ଜରିଆରେ ଜଣେ ଲୋକ କେଉଁ ଆଧାରରେ ଭାରତୀୟ ବୋଲି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story