ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟସୂଚୀରେ ବିଦେଶ ଗସ୍ତର ପ୍ରାଧ୍ୟାନ୍ୟ ଜାରି ରହିବ

ନୂଆଦିଲ୍ଲୀ: ବର୍ତମାନ ରୁଷ୍ ସମେତ ୬ଟି ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବରାବର ବିଦେଶ ଗସ୍ତ କରୁଥିବା ନେଇ ବିଭିନ୍ନ ବର୍ଗରୁ ସେ ସମାଲୋଚନାର ଶିକାର ହେଉଥିବା ବେଳେ ଚଳିତ ବର୍ଷ ତାଙ୍କର କାର୍ଯ୍ୟସୂଚୀରେ ବିଦେଶ ଗସ୍ତର ପ୍ରାଧ୍ୟାନ୍ୟ ଅଧିକ ରହିବ। ଚଳିତ ଗସ୍ତ ଶେଷ ହେବାର ଦୁଇ ମାସ ପରେ ସେ ପୁଣି ଥରେ ବିଦେଶ ଗସ୍ତରେ ଯିବେ। ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯିବେ। ସେପ୍ଟେମ୍ବର ୨୫ ତାରିଖରେ ସେ […]

modi1

modi1

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 04:07 AM IST

Sports

Latest News

ନୂଆଦିଲ୍ଲୀ: ବର୍ତମାନ ରୁଷ୍ ସମେତ ୬ଟି ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବରାବର ବିଦେଶ ଗସ୍ତ କରୁଥିବା ନେଇ ବିଭିନ୍ନ ବର୍ଗରୁ ସେ ସମାଲୋଚନାର ଶିକାର ହେଉଥିବା ବେଳେ ଚଳିତ ବର୍ଷ ତାଙ୍କର କାର୍ଯ୍ୟସୂଚୀରେ ବିଦେଶ ଗସ୍ତର ପ୍ରାଧ୍ୟାନ୍ୟ ଅଧିକ ରହିବ। ଚଳିତ ଗସ୍ତ ଶେଷ ହେବାର ଦୁଇ ମାସ ପରେ ସେ ପୁଣି ଥରେ ବିଦେଶ ଗସ୍ତରେ ଯିବେ। ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯିବେ। ସେପ୍ଟେମ୍ବର ୨୫ ତାରିଖରେ ସେ ଜାତିସଂଘକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ଦ୍ୱିତୀୟ ଆମେରିକା ଗସ୍ତ। ସେ ଏଥର ଆମେରିକାର ପଶ୍ଚିମ କୂଳ ଭ୍ରମଣରେ ଅଧିକ ସମୟ ଦେବାକୁ ଯୋଜନା କରିଛନ୍ତି। ଗତଥର ମାଡିସନ୍ ସ୍କୋୟାର ଶୈଳୀରେ ଏଥର ସିଲିକନ୍ ଭ୍ୟାଲିରେ ଏକ ବିରାଟ ସଭା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ସିଲିକନ୍ ଭ୍ୟାଲିରେ ଭାରତୀୟଙ୍କ ସଂଖ୍ୟା ଅଧିକ।

ଆମେରିକାରୁ ଫେରିବା ପରେ ନଭେମ୍ବର ମଧ୍ୟ ଭାଗରେ ମୋଦି ଯିବେ ଉଭୟ ପଶ୍ଚିମ ଓ ପୂର୍ବ ରାଷ୍ଟ୍ର ଗସ୍ତରେ। ନଭେମ୍ବର ୧୫ ଓ ୧୬ରେ ସେ ତୁର୍କୀ ଯିବେ। ସେଠାରେ ସେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ନଭେମ୍ବର ୨୧ ଓ ୨୨ ତାରିଖରେ ମୋଦି ମାଲେସିଆ ଯିବେ। ସେଠାରେ ସେ ପୂର୍ବ ଏସିଆ ସମ୍ମିଳନୀ ଓ ଏସିଆନ୍-ଇଣ୍ଡିଆନ୍ ସମ୍ମିଳନୀରେ ଯୋଗ ଦେବେ। ମାଲେସିଆ ଗସ୍ତ ବେଳେ ସେ ସିଙ୍ଗାପୁର, ମିଆଁମାର ଓ ଭିଏତନାମା ଆଦି ଦେଶକୁ ମଧ୍ୟ ଯାଇପାରନ୍ତି ବୋଲି କୁହାଯାଉଛି।  ନଭେମ୍ବର ମାସରେ ସେ ଇଂଲଣ୍ଡ ଗସ୍ତରେ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଆଲୋଚନା ଓ ଚୁକ୍ତି ସ୍ୱାକ୍ଷର ହୋଇପାରେ। ୨୦୧୬ରେ ଇସ୍ରାଏଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଗଲ୍ଫ ଦେଶଗୁଡ଼ିକୁ ମଧ୍ୟ ସେ ଆସନ୍ତା ବର୍ଷ ଯାଇପାରେ। ଏହି ଦେଶଗୁଡ଼ିକରେ ୭୦ରୁ ଲକ୍ଷରୁ ଅଧିକ ଭାରତୀୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story