୮୧ ବର୍ଷରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଆଜି ୮୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,“ଦେଶ ତାଙ୍କ ଭଳି ଜଣେ ରାଷ୍ଟ୍ରପତି ପାଇ ଗର୍ବିତ। ତାଙ୍କ ଜ୍ଞାନ ଦେଶର କାମରେ ଲାଗୁଛି।” ସେ କହିଛନ୍ତି,“ମୁଁ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି।” ପ୍ରଧାନମନ୍ତ୍ରୀ କହିଛନ୍ତି,“ ପ୍ରଣବ ଦା’ ସବୁ ବେଳେ ଦେଶର ସ୍ୱାର୍ଥକୁ ପ୍ରାଧ୍ୟାନ୍ୟ ଦେଇଛନ୍ତି। ଆମେ ତାଙ୍କ ପାଇଁ […]

pranab

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 01:33 PM IST

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଆଜି ୮୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,“ଦେଶ ତାଙ୍କ ଭଳି ଜଣେ ରାଷ୍ଟ୍ରପତି ପାଇ ଗର୍ବିତ। ତାଙ୍କ ଜ୍ଞାନ ଦେଶର କାମରେ ଲାଗୁଛି।”

ସେ କହିଛନ୍ତି,“ମୁଁ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି,“ ପ୍ରଣବ ଦା’ ସବୁ ବେଳେ ଦେଶର ସ୍ୱାର୍ଥକୁ ପ୍ରାଧ୍ୟାନ୍ୟ ଦେଇଛନ୍ତି। ଆମେ ତାଙ୍କ ପାଇଁ ଗର୍ବିତ।”

Related story