ପ୍ରଥମଥର ଲାଗି ଭାରତରେ ଜନ୍ମ ଦିନ ପାଳିବେ ରାହୁଲ

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଜନ୍ମ ଦିନ। ୨୦୦୪ରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ  ପ୍ରଥମଥର ରାହୁଲ ଗାନ୍ଧୀ ଭାରତରେ ଜନ୍ମ ଦିନ ପାଳନ କରିବେ । ସୂଚନାନୁସାରେ କଂଗ୍ରେସର କର୍ମକର୍ତ୍ତାମାନେ ରାହୁଲଙ୍କ ତୁଗଲକ୍ ରୋଡ ସ୍ଥିତ ବାସଭବନରେ ୪୫ କେଜିର ଏକ କେକ୍ କଟାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଟ୍ୱି କରି ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ୨୦୦୪ ରୁ ୨୦୧୪ ଯାଏଁ […]

rahul-gandhi

rahul-gandhi

Rakesh Mallick
  • Published: Friday, 19 June 2015
  • Updated: 19 June 2015, 04:16 AM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଜନ୍ମ ଦିନ। ୨୦୦୪ରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ  ପ୍ରଥମଥର ରାହୁଲ ଗାନ୍ଧୀ ଭାରତରେ ଜନ୍ମ ଦିନ ପାଳନ କରିବେ ।

ସୂଚନାନୁସାରେ କଂଗ୍ରେସର କର୍ମକର୍ତ୍ତାମାନେ ରାହୁଲଙ୍କ ତୁଗଲକ୍ ରୋଡ ସ୍ଥିତ ବାସଭବନରେ ୪୫ କେଜିର ଏକ କେକ୍ କଟାଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଟ୍ୱି କରି ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ୨୦୦୪ ରୁ ୨୦୧୪ ଯାଏଁ ତାଙ୍କ ଜନ୍ମ ଦିନ ବିଦେଶରେ ପାଳନ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story