କୃଷି ବିଲକୁ ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ନୂଆଦିଲ୍ଲୀ: ରବିବାର ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି କୃଷି ବିଲ୍। ତେବେ ଏହାକୁ ନେଇ ଅସନ୍ତୋଷ ଜାରି ରହିଛି। ଆଜି ଦିଲ୍ଲୀରେ କୃଷକମାନେ ଏହାକୁ ବିରୋଧ କରୁଛନ୍ତି। ପଞ୍ଜାବ ଯୁବ କଂଗ୍ରେସର କର୍ମୀ ସୋମବାର ସକାଳେ ଇଣ୍ଡିଆ ଗେଟ୍ ଆଗରେ ପହଞ୍ଚି ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି। ପୁଲିସ କହିଛି ଯେ ନିଆଁ ଲଗାଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ଲୋକ ଭଗତ ସିଂଙ୍କ ପୋଷ୍ଟର ଆଣିଥିଲେ। ଶ୍ରମିକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ […]

TRACTOR FIRE

TRACTOR FIRE

Subhransu Sekhar
  • Published: Monday, 28 September 2020
  • Updated: 28 September 2020, 12:08 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି କୃଷି ବିଲ୍। ତେବେ ଏହାକୁ ନେଇ ଅସନ୍ତୋଷ ଜାରି ରହିଛି। ଆଜି ଦିଲ୍ଲୀରେ କୃଷକମାନେ ଏହାକୁ ବିରୋଧ କରୁଛନ୍ତି। ପଞ୍ଜାବ ଯୁବ କଂଗ୍ରେସର କର୍ମୀ ସୋମବାର ସକାଳେ ଇଣ୍ଡିଆ ଗେଟ୍ ଆଗରେ ପହଞ୍ଚି ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି।

ପୁଲିସ କହିଛି ଯେ ନିଆଁ ଲଗାଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ଲୋକ ଭଗତ ସିଂଙ୍କ ପୋଷ୍ଟର ଆଣିଥିଲେ। ଶ୍ରମିକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀମାନେ ଏକ ଟ୍ରକରୁ ଟ୍ରାକ୍ଟର ଆଣି ଇଣ୍ଡିଗ ଗେଟ୍ ଆଗରେ ନିଆଁ ଲଗାଇ ଦେଇଥିଲେ।

ତେବେ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚି ଟ୍ରାକ୍ଟରେ ଲାଗିଥିବା ନିଆଁକୁ ଲିଭାଇଛନ୍ତି। ସକାଳ ୭.୪୨ରେ ସେମାନେ ପ୍ରଥମେ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିଲେ ବୋଲି କହିଛନ୍ତି। ପରେ ଦୁଇଟି ଅଗ୍ନିଶମ ଗାଡି ଘଟଣାସ୍ଥଳକୁ ଆସିଥିଲା।

ଡେପୁଟି କମିଶନର ଈଶ୍ ସିଙ୍ଗଲ କହିଛନ୍ତି, 'ପ୍ରାୟ ୧୫-୨୦ ଲୋକ ସକାଳ ୭.୧୫ ରୁ ୭.୩୦ ମଧ୍ୟରେ ଏକାଠି ହୋଇ ଟ୍ରାକ୍ଟରରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭାଯାଇଛି ଏବଂ ସେଠାରୁ ଟ୍ରାକ୍ଟର ହଟାଇ ଦିଆଯାଇଛି।

ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି ହାଇ ସିକ୍ୟୁରିଟି ଜୋନରେ ଟ୍ରାକ୍ଟର ଆଣିବା ଏବଂ ଏହାକୁ ନିଆଁ ଲଗାଇବା କିଭଳି ସମ୍ଭବ ହେଲା? ଯାହାକି ସୁରକ୍ଷାରେ ବିଚ୍ୟୁତି ରହିଛି ବୋଲି ପ୍ରମାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story