ସ୍କୁଲ ବସ୍‌ରେ ନିଆଁ, ଜଳିଗଲେ ୪ ଛାତ୍ର

ସାଙ୍ଗୁର: ପଞ୍ଜାବର ସାଙ୍ଗୁରରେ ଏକ ସ୍କୁଲ ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୪ ଜଣ ଛାତ୍ର ଜବନ୍ତ ଜଳିଯାଇଛନ୍ତି। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସାଙ୍ଗୁରର ଲୋଙ୍ଗୋୱାଲ ସହରରେ ଏପରି ଘଟଣା ଘଟିଥିବା ଖବର ମିଳିଛି। ତେବେ ସ୍କୁଲ ବସ୍‌ରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପ୍ରାଥମିକ ସୂଚନା, ଘଟଣା ବାବଦରେ ପରେ ଅଧିକ ସୂଚନା ଦିଆଯାଇପାରିବ।

bus

Subrat Kumar Nayak
  • Published: Saturday, 15 February 2020
  • , Updated: 15 February 2020, 04:12 PM IST

ସାଙ୍ଗୁର: ପଞ୍ଜାବର ସାଙ୍ଗୁରରେ ଏକ ସ୍କୁଲ ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୪ ଜଣ ଛାତ୍ର ଜବନ୍ତ ଜଳିଯାଇଛନ୍ତି। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସାଙ୍ଗୁରର ଲୋଙ୍ଗୋୱାଲ ସହରରେ ଏପରି ଘଟଣା ଘଟିଥିବା ଖବର ମିଳିଛି। ତେବେ ସ୍କୁଲ ବସ୍‌ରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପ୍ରାଥମିକ ସୂଚନା, ଘଟଣା ବାବଦରେ ପରେ ଅଧିକ ସୂଚନା ଦିଆଯାଇପାରିବ।

Related story