ଘରୋଇ କ୍ଷେତ୍ରରେ ସବୁଠାରୁ ଅଧିକ ନିଯୁକ୍ତି ଦେଇଛି ଏହି କମ୍ପାନୀ

ବେଙ୍ଗାଲୁରୁ: ଆମାଜନ୍‌ ଡେଲିଭରୀ ବୟ ହେଉ କିମ୍ବା କୌଣସି ମୋବାଇଲ ଫୋନ୍‌ର ଆଫ୍ଟ ସେଲ ସର୍ଭିସ୍‌ର କର୍ମଚାରୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ୱେସ୍‌ କର୍ପ କମ୍ପାନୀ ଦ୍ୱାରା ନିୟୋଜିତ ହୋଇଥା’ନ୍ତି। ଜାଣିକରି ଆଶ୍ଚର୍ଯ୍ୟ ହେବେ ଘରୋଇ କମ୍ପାନୀ ଦୃଷ୍ଟିରୁ ଭାରତରେ ଏହି କମ୍ପାନୀ ସବୁଠାରୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେଇଛି। ଏଯାଏ ଏତେ ବି ପ୍ରସିଦ୍ଧ ନଥିବା ଏହି କମ୍ପାନୀ ବେଙ୍ଗାଲୁରୁ ଭିତ୍ତିକ। ଏହା ବଡ଼ ବଡ଼ ବ୍ରାଣ୍ଡଙ୍କ ପାଇଁ ଷ୍ଟାଫ୍‌ ଯୋଗାଡ଼ କରିଥାଏ। ଭାରତରେ ଘରୋଇ […]

quess-1

quess-1

Subrat Kumar Nayak
  • Published: Wednesday, 05 February 2020
  • Updated: 05 February 2020, 05:31 PM IST

Sports

Latest News

ବେଙ୍ଗାଲୁରୁ: ଆମାଜନ୍‌ ଡେଲିଭରୀ ବୟ ହେଉ କିମ୍ବା କୌଣସି ମୋବାଇଲ ଫୋନ୍‌ର ଆଫ୍ଟ ସେଲ ସର୍ଭିସ୍‌ର କର୍ମଚାରୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ୱେସ୍‌ କର୍ପ କମ୍ପାନୀ ଦ୍ୱାରା ନିୟୋଜିତ ହୋଇଥା’ନ୍ତି। ଜାଣିକରି ଆଶ୍ଚର୍ଯ୍ୟ ହେବେ ଘରୋଇ କମ୍ପାନୀ ଦୃଷ୍ଟିରୁ ଭାରତରେ ଏହି କମ୍ପାନୀ ସବୁଠାରୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେଇଛି।

ଏଯାଏ ଏତେ ବି ପ୍ରସିଦ୍ଧ ନଥିବା ଏହି କମ୍ପାନୀ ବେଙ୍ଗାଲୁରୁ ଭିତ୍ତିକ। ଏହା ବଡ଼ ବଡ଼ ବ୍ରାଣ୍ଡଙ୍କ ପାଇଁ ଷ୍ଟାଫ୍‌ ଯୋଗାଡ଼ କରିଥାଏ। ଭାରତରେ ଘରୋଇ କ୍ଷେତ୍ରରେ ଏହା ଏଯାବତ୍‌ ୩.୮୫ ଲକ୍ଷ ନିଯୁକ୍ତି ଦେଇସାରିଲାଣି।

୨୦୧୬ ମସିହାରେ ୩୮% ହାରରେ ଏହି କମ୍ପାନୀ ଅଭିବୃଦ୍ଧି କରୁଥିଲା। ଏହା ଟିସିଏସ୍‌କୁ ମଧ୍ୟ ପଛରେ ପକାଇଦେଇଛି। କାରଣ ଟିସିଏସ୍‌ର ନିଯୁକ୍ତି ସଂଖ୍ୟା ୪.୪୬ ଲକ୍ଷ ହୋଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ୯୦ ହଜାର ବିଦେଶରେ କାମ କରୁଛନ୍ତି। ତେବେ ଟିସିଏସ୍‌ ସ୍ଥାନ ଅନୁଯାୟୀ ନିଯୁକ୍ତି ବାବଦରେ କୌଣସି ତଥ୍ୟ ସାର୍ବଜନୀନ କରିନାହିଁ।

ଏହି ତଥ୍ୟରୁ ଜଣାପଡ଼ୁଛି, ଆଉଟ୍‌ସୋର୍ସ କର୍ମଚାରୀଙ୍କର ଆବଶ୍ୟକତା ବଢ଼ୁଥିବା କ୍ଷେତ୍ରମଧ୍ୟରୁ ଅନ୍‌ଲାଇନ୍‌ ଶପିଂ କ୍ଷେତ୍ରରେ ବେଶ ଚାହିଦା ରହିଛି। ଅବଶ୍ୟ ଟିସିଏସ୍‌ ଭଳି କମ୍ପାନୀ ପାଇଁ ଆବଶ୍ୟକ ହେଉଥିବା ସ୍କିଲ୍‌ ଏବଂ ଏସବୁ କମ୍ପାନୀ ପାଇଁ ଆବଶ୍ୟକ ହେଉଥିବା ସ୍କିଲ ଆକାଶ ପାତାଳ ଫରକ।

କ୍ୱେସ୍‌ କମ୍ପାନୀର ୨ ହଜାର କ୍ଲାଏଣ୍ଟଙ୍କ ମଧ୍ୟରେ ସାମସଙ୍ଗ, ଆମାଜନ୍‌, ରିଲାଏନ୍ସ, ଭୋଡାଫୋନ୍‌ ଏବଂ ବଜାଜ୍‌ ଫାଇନାନ୍ସ ଆଦି କମ୍ପାନୀ ଅଛନ୍ତି। କେବଳ ଏହି କମ୍ପାନୀ ପାଇଁ ସିଙ୍ଗାପୁର ଆଦି ବିଭିନ୍ନ ସ୍ଥାନରେ ୫ ହଜାର କର୍ମଚାରୀ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story