ବେଙ୍ଗାଲୁରୁ: ରାମ ମନ୍ଦିର ମାମଲାରେ ମଧ୍ୟସ୍ଥି ଭୂମିକା ନେବାକୁ ଇଚ୍ଛା ପ୍ରକାଶ କରିଥିବା ଆଧ୍ୟାତ୍ମିକ ଗୁରୁ ରବିଶଙ୍କର କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ‘କାଶ୍ମୀର ଘାଟିରେ ଶାନ୍ତି ସ୍ଥାପନ ପାଇଁ ଆର୍ଟ ଅଫ୍ ଲିଭିଙ୍ଗ ଏକ ଛୋଟ କାମ ଆରମ୍ଭ କରିଛି। ମୁଁ ଶୀଘ୍ର ହୁରିୟାତ ନେତାଙ୍କ ସହ ସାକ୍ଷାତ କରିବି’ ବୋଲି ସେ କହିଛନ୍ତି।
ସହିଦ ପରିବାର ଓ ଅସ୍ତ୍ର ଛାଡି ସମାଜାରେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପୂର୍ବତନ ଆତଙ୍କବାଦୀଙ୍କୁ ନେଇ ବେଙ୍ଗାଲୁରୁରେ ଆୟୋଜିତ ‘ପେଗାମ-ଏ-ମୋହବ୍ବତେ’ କାର୍ଯ୍ୟକ୍ରମରେ ଯୋଗ ଦେଇ ରବିଶଙ୍କର ଏପରି କହିଛନ୍ତି।
ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଥିଲେ,“ଦେଶର ସବୁ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ମୋର ଇଚ୍ଛା। ଭାରତକୁ ଏକ ଦୃଢ ରାଷ୍ଟ୍ର ଭାବେ ଦେଖିବାକୁ ଚାହୁଁଛି। ଯଦି ଦେଶର କୌଣସି ଅଞ୍ଚଳରେ ଜଣେ ବି ବ୍ୟକ୍ତି କଷ୍ଟ ପାଇଛି, ତେବେ ଏହା ଦେଶ ପାଇଁ କଳଙ୍କ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Astrology
ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି
ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।
Astrology
ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ପାଣି ଟ୍ୟାପ; ନଚେତ...
ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
Astrology
ଘର ନିକଟରେ ଲଗାନ୍ତୁ ଏହି ସବୁ ଗଛ; ମିଳିବ ଶୁଭଫଳ
ବେଲ ଗଛ ଘର ନିକଟରେ ରହିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
Astrology
ପାଖେଇ ଆସିଲାଣି ଦୀପାବଳି; ଘରୁ ଫୋପାଡ଼ି ଦିଅନ୍ତୁ ଏହି ସବୁ ଜିନିଷ, ନଚେତ...
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘର ଦ୍ୱାରକୁ ପରିଷ୍କାର କରାଯିବା ସହ ନୂଆ ବଧୂ ପରି ସଜା ଯାଇଥାଏ। କିନ୍ତୁ ଅଜାଣତରେ ଆମେ ଘରେ ଏପରି କିଛି ଜିନିଷ ରଖିଥାଉ ଯେଉଁଥି ପାଇଁ ମା’ କୋପ କରିବା ସହ ଘରୁ ଫେରି ଯାଇଥାନ୍ତି ।
Astrology
ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି; ଘରେ ରଖନ୍ତୁ ଏହି ସବୁ ଜିନିଷ
ଏପରି କିଛି ଜିନିଷ ଅଛି, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହେବ।