କାଶ୍ମୀରରେ ଶାନ୍ତି ପାଇଁ ହୁରିୟାତ ନେତାଙ୍କୁ ଭେଟିବେ ରବିଶଙ୍କର

ବେଙ୍ଗାଲୁରୁ: ରାମ ମନ୍ଦିର ମାମଲାରେ ମଧ୍ୟସ୍ଥି ଭୂମିକା ନେବାକୁ ଇଚ୍ଛା ପ୍ରକାଶ କରିଥିବା ଆଧ୍ୟାତ୍ମିକ ଗୁରୁ ରବିଶଙ୍କର କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ‘କାଶ୍ମୀର ଘାଟିରେ ଶାନ୍ତି ସ୍ଥାପନ ପାଇଁ ଆର୍ଟ ଅଫ୍‌ ଲିଭିଙ୍ଗ ଏକ ଛୋଟ କାମ ଆରମ୍ଭ କରିଛି। ମୁଁ ଶୀଘ୍ର ହୁରିୟାତ ନେତାଙ୍କ ସହ ସାକ୍ଷାତ କରିବି’ ବୋଲି ସେ କହିଛନ୍ତି। ସହିଦ ପରିବାର ଓ ଅସ୍ତ୍ର ଛାଡି ସମାଜାରେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପୂର୍ବତନ ଆତଙ୍କବାଦୀଙ୍କୁ ନେଇ […]

rabishankar

rabishankar

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 10:32 AM IST

ବେଙ୍ଗାଲୁରୁ: ରାମ ମନ୍ଦିର ମାମଲାରେ ମଧ୍ୟସ୍ଥି ଭୂମିକା ନେବାକୁ ଇଚ୍ଛା ପ୍ରକାଶ କରିଥିବା ଆଧ୍ୟାତ୍ମିକ ଗୁରୁ ରବିଶଙ୍କର କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ‘କାଶ୍ମୀର ଘାଟିରେ ଶାନ୍ତି ସ୍ଥାପନ ପାଇଁ ଆର୍ଟ ଅଫ୍‌ ଲିଭିଙ୍ଗ ଏକ ଛୋଟ କାମ ଆରମ୍ଭ କରିଛି। ମୁଁ ଶୀଘ୍ର ହୁରିୟାତ ନେତାଙ୍କ ସହ ସାକ୍ଷାତ କରିବି’ ବୋଲି ସେ କହିଛନ୍ତି।

ସହିଦ ପରିବାର ଓ ଅସ୍ତ୍ର ଛାଡି ସମାଜାରେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପୂର୍ବତନ ଆତଙ୍କବାଦୀଙ୍କୁ ନେଇ ବେଙ୍ଗାଲୁରୁରେ ଆୟୋଜିତ ‘ପେଗାମ-ଏ-ମୋହବ୍ବତେ’ କାର୍ଯ୍ୟକ୍ରମରେ ଯୋଗ ଦେଇ ରବିଶଙ୍କର ଏପରି କହିଛନ୍ତି।

ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଥିଲେ,“ଦେଶର ସବୁ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ମୋର ଇଚ୍ଛା। ଭାରତକୁ ଏକ ଦୃଢ ରାଷ୍ଟ୍ର ଭାବେ ଦେଖିବାକୁ ଚାହୁଁଛି। ଯଦି ଦେଶର କୌଣସି ଅଞ୍ଚଳରେ ଜଣେ ବି ବ୍ୟକ୍ତି କଷ୍ଟ ପାଇଛି, ତେବେ ଏହା ଦେଶ ପାଇଁ କଳଙ୍କ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos