ଭ୍ୟାଲେଣ୍ଟାଇନ୍‌ ଡେ’ରେ ରାହୁଲଙ୍କୁ ମିଳିଲା ଚୁମ୍ମା!

ନୂଆଦିଲ୍ଲୀ: କାଲି ଥିଲା ଭ୍ୟାଲେଣ୍ଟାନ୍‌ ଡେ’। ପ୍ରେମର ଦିବସରେ ପ୍ରେମ ଦିଆନିଆ ହେଲା। ଆଉ ଏଇ ପ୍ରେମ ଦିଆନିଆ ପର୍ବରେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଚୁମ୍ମାଟେ ମିଳିଛି। ଭାବି ହସୁଥିବେ, ହେଲେ କଥାଟା ଏକଦମ୍‌ ସତ। ଏକ ଦଳୀୟ କାର୍ଯ୍ୟକ୍ରମରେ ରାହୁଲଙ୍କୁ ଜଣେ କଂଗ୍ରେସ ସମର୍ଥକ ମହିଳା ଚୁମ୍ବନ ମାରିବା ପରେ ଭିଡିଓ ଆଉ ଫଟୋ ଏବେ ଭାଇରାଲ ହେଉଛି। କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଦକ୍ଷିଣ ଗୁଜୁରାଟର ଲାଲ୍‌ ଡୁଙ୍ଗରୀ ଗାଁରେ ଚାଲିଥିବା ନିର୍ବାଚନ […]

Woman-kisses-rahul-gandhi

Woman-kisses-rahul-gandhi

Biswobandita Swain
  • Published: Friday, 15 February 2019
  • Updated: 15 February 2019, 01:08 PM IST

ନୂଆଦିଲ୍ଲୀ: କାଲି ଥିଲା ଭ୍ୟାଲେଣ୍ଟାନ୍‌ ଡେ’। ପ୍ରେମର ଦିବସରେ ପ୍ରେମ ଦିଆନିଆ ହେଲା। ଆଉ ଏଇ ପ୍ରେମ ଦିଆନିଆ ପର୍ବରେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଚୁମ୍ମାଟେ ମିଳିଛି। ଭାବି ହସୁଥିବେ, ହେଲେ କଥାଟା ଏକଦମ୍‌ ସତ। ଏକ ଦଳୀୟ କାର୍ଯ୍ୟକ୍ରମରେ ରାହୁଲଙ୍କୁ ଜଣେ କଂଗ୍ରେସ ସମର୍ଥକ ମହିଳା ଚୁମ୍ବନ ମାରିବା ପରେ ଭିଡିଓ ଆଉ ଫଟୋ ଏବେ ଭାଇରାଲ ହେଉଛି।

କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଦକ୍ଷିଣ ଗୁଜୁରାଟର ଲାଲ୍‌ ଡୁଙ୍ଗରୀ ଗାଁରେ ଚାଲିଥିବା ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିଲେ। ମଞ୍ଚରେ ବସିଥିବା ଜଣେ ମହିଳା ଦୌଡିଆସି ରାହୁଲଙ୍କୁ ଚୁମ୍ବନ ଦେଇଥିଲେ। କଶ୍ମୀର ମୁସି ନାମକ ଏହି ମହିଳା ରାହୁଲ୍‌ଙ୍କୁ ମାଳ ପିନ୍ଧାଇବାକୁ ଆସିଥିବା ବେଳେ ତାଙ୍କ ଗାଲକୁ ଏକ ଚୁମ୍ବନ ଦେଇ ଚାଲିଯାଇଥିଲେ। ରାହୁଲ୍‌ ମଧ୍ୟ ଏହି ଚୁମ୍ବନ୍‌ ପାଇବା ପରେ ସ୍ମିତହାସ୍ୟ ଦେଇଥିଲେ।

ଏହି ଆଦିବାସୀ ବହୁଳ ଅଞ୍ଚଳରେ ରାହୁଲ୍‌ ଗାନ୍ଧି ୨୦୧୯ ସାଧାରଣ ନିର୍ବାଚନ ଅଭିଯାନ ଆରମ୍ଭ କରିବାକୁ ଯାଇଛନ୍ତି। ଯେଉଁଠି ତାଙ୍କୁ ଲୋକଙ୍କ ବିପୁଳ ସମର୍ଥନ ମିଳୁଥିବା ଦାବି କରାଯାଉଛି।

୨୦୧୭ ବିଧାନସଭା ନିର୍ବାଚନ ପରେ ରାହୁଲଙ୍କର ଏହା ପ୍ରଥମ ଗୁଜୁରାଟ ଗସ୍ତ ଥିଲା। ଖାସ୍‌ କଥା ହେଉଛି, ଏହି ଗାଁରୁ ୧୯୮୦ରେ ରାହୁଲ୍‌ଙ୍କ ଆଈ ଇନ୍ଦିରା ଗାନ୍ଧି, ୧୯୮୪ରେ ବାପା ରାଜୀବ ଗାନ୍ଧି ଏବଂ ୨୦୦୪ରେ ମା’ ସୋନିଆ ଗାନ୍ଧି ନିର୍ବାଚନ ପ୍ରଚାର ଆରମ୍ଭ କରି ବିପୁଳ ଜନ ସମର୍ଥନ ହାତେଇଥିଲେ। ତେଣୁ ଲାଲ ଡୁଙ୍ଗରୀରୁ ପ୍ରଚାର ଆରମ୍ଭ କରିବା କଂଗ୍ରସ ପାଇଁ ଶୁଭ ସଂକେତ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story