ପ୍ରଧାନମନ୍ତ୍ରୀ କୃଷି ଋଣ ଛାଡ଼ ନକଲେ ରଖେଇ ବସେଇ ଦେବିନି: ରାହୁଲ

ନୂଆଦିଲ୍ଲୀ: କୃଷି ଋଣ ଛାଡ଼ ନକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରଖେଇ ବସେଇ ଦେବିନି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଉଦାହରଣ ରଖି ଏପରି କହିଥିବା ଜଣାଯାଇଛି। ରାହୁଲ ଏହି ଅବସରରେ କହିଛନ୍ତି, “କ୍ଷମତାକୁ ଆସିବାର ୬ ଘଣ୍ଟାରେ ଦୁଇଟି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କଲେଣି, ତୃତୀୟ ରାଜ୍ୟ ମଧ୍ୟ ଖୁବ୍‌ ଶୀଘ୍ର ସେପରି କରିବ।” ସେ ଆହୁରି ମଧ୍ୟ କହିଛନ୍ତି, ଆମେ କ୍ଷମତାରେ ଥିବା ସମସ୍ତ […]

rahul-modi

rahul-modi

Subrat Kumar Nayak
  • Published: Tuesday, 18 December 2018
  • Updated: 18 December 2018, 01:15 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଋଣ ଛାଡ଼ ନକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରଖେଇ ବସେଇ ଦେବିନି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଉଦାହରଣ ରଖି ଏପରି କହିଥିବା ଜଣାଯାଇଛି।

ରାହୁଲ ଏହି ଅବସରରେ କହିଛନ୍ତି, “କ୍ଷମତାକୁ ଆସିବାର ୬ ଘଣ୍ଟାରେ ଦୁଇଟି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କଲେଣି, ତୃତୀୟ ରାଜ୍ୟ ମଧ୍ୟ ଖୁବ୍‌ ଶୀଘ୍ର ସେପରି କରିବ।”

ସେ ଆହୁରି ମଧ୍ୟ କହିଛନ୍ତି, ଆମେ କ୍ଷମତାରେ ଥିବା ସମସ୍ତ ରାଜ୍ୟରେ ଏପରି ଋଣ ଛାଡ଼ କରିବୁ ଏବଂ କେନ୍ଦ୍ର ସରକାର କୃଷି ଋଣ ଛାଡ଼ ନକରିବାଯାଏ ମୋଦିଙ୍କୁ ରଖେଇ ବସେଇ ଦେବୁନି।

ରାହୁଲ ମୋଦିଙ୍କ ଶିଳ୍ପପ୍ରେମକୁ ଆକ୍ଷେପ କରି କହିଛନ୍ତି, ମୋଦି ଦୁଇ ପ୍ରକାର ଭାରତ ତିଆରି କରୁଛନ୍ତି। ଗୋଟିଏରେ ଚାଷୀ, ଗରିବ, ଯୁବକ ଓ କ୍ଷୁଦ୍ର ବ୍ୟବସାୟୀ ରହୁଛନ୍ତି ଏବଂ ଅନ୍ୟଟିରେ ୧୫ ଜଣ ଧନୀଶାଳୀ ଶିଳ୍ପପତି ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story