ଭାରତୀୟ ରେଳରେ ସୁଧାର ଉଦ୍ୟମ: ଖୋଦ ରେଳମନ୍ତ୍ରୀ ସାଧାରଣ ଶ୍ରେଣୀରେ ଯାତ୍ରା କରି କରୁଛନ୍ତି ତଦାରଖ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଳବାଇରେ ସୁଧାର ପାଇଁ ଉଦ୍ୟମ। କୋଟା ଜନଶତାବ୍ଦୀ ଏକ୍ସପ୍ରେସରେ ଅଚାନକ ଯାତ୍ରା କରିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ। ସାଧାରଣ ଶ୍ରେଣୀରେ ଯାତ୍ରା କରି ରେଳମନ୍ତ୍ରୀ ଯାତ୍ରୀମାନଙ୍କ ସହ ମିଶିଥିଲେ। ଟ୍ରେନରେ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ସେ ଯାତ୍ରୀମାନଙ୍କ ମତାମତ ଲୋଡିଥିଲେ। ନିକଟରେ ଗୋଆରୁ ମୁମ୍ବାଇ ଯାଉଥିବା ତେଜସ୍ ଏକ୍ସପ୍ରେସରେ ବିଷାକ୍ତ ଖାଦ୍ୟଖାଇ ୨୪ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଖାଦ୍ୟଯୋଗାଉଥିବା ସଂସ୍ଥାର […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଳବାଇରେ ସୁଧାର ପାଇଁ ଉଦ୍ୟମ। କୋଟା ଜନଶତାବ୍ଦୀ ଏକ୍ସପ୍ରେସରେ ଅଚାନକ ଯାତ୍ରା କରିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ। ସାଧାରଣ ଶ୍ରେଣୀରେ ଯାତ୍ରା କରି ରେଳମନ୍ତ୍ରୀ ଯାତ୍ରୀମାନଙ୍କ ସହ ମିଶିଥିଲେ। ଟ୍ରେନରେ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ସେ ଯାତ୍ରୀମାନଙ୍କ ମତାମତ ଲୋଡିଥିଲେ। ନିକଟରେ ଗୋଆରୁ ମୁମ୍ବାଇ ଯାଉଥିବା ତେଜସ୍ ଏକ୍ସପ୍ରେସରେ ବିଷାକ୍ତ ଖାଦ୍ୟଖାଇ ୨୪ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଖାଦ୍ୟଯୋଗାଉଥିବା ସଂସ୍ଥାର ଲାଇସେନସ କାହିଁକି ବାତିଲ କରା ନଯିବ ସେ ନେଇ ନୋଟିସ ଜାରି କରାଯାଇଥିଲା।