ନବରାତ୍ରି ପାଇଁ ଟ୍ରେନ୍‌ରେ ମିଳିବ ‘ବ୍ରତ କା ଖାନା’

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନବରାତ୍ରିରେ ସମୟରେ ଦୂର ସ୍ଥାନକୁ ଯାତ୍ରା କରୁଥିଲେ ଖାଦ୍ୟକୁ ନେଇ ଆଉ ରହିବନି ଟେନ୍‌ସନ୍‌। କାରଣ ଉପବାସ କରିବାକୁ ଥିବା ମହିଳାଙ୍କ ପାଇଁ ରେଲୱେ କରିବ ବିଶେଷ ବ୍ୟବସ୍ଥା। ଆଜ୍ଞା ହଁ ରେଲ୍‌ୱେ ଏହାର ଇ-କ୍ୟାଟ୍‌ରିଂ ମେନୁରେ ଆଣିବ ‘ବ୍ରତ କା ଖାନା’ ଅର୍ଥାତ ଉପବାସ ସମୟର ଖାଦ୍ୟ। ରେଲ୍‌ୱେର କ୍ୟାଟରିଂ ଶାଖା ପକ୍ଷରୁ କୁହାଯାଇଛି, ଏପରି ପାର୍ବଣ ସମୟରେ ପାରମ୍ପରିକଭାବେ ଉପବାସ କରାଯାଉଥିବାରୁ ଏହାକୁ ଆଖି ଆଗରେ ରଖି ଅକ୍ଟୋବର ୧୦ରୁ ୧୮ […]

Vrat-ka-khana

Hemant Lenka
  • Published: Wednesday, 10 October 2018
  • , Updated: 10 October 2018, 10:18 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନବରାତ୍ରିରେ ସମୟରେ ଦୂର ସ୍ଥାନକୁ ଯାତ୍ରା କରୁଥିଲେ ଖାଦ୍ୟକୁ ନେଇ ଆଉ ରହିବନି ଟେନ୍‌ସନ୍‌। କାରଣ ଉପବାସ କରିବାକୁ ଥିବା ମହିଳାଙ୍କ ପାଇଁ ରେଲୱେ କରିବ ବିଶେଷ ବ୍ୟବସ୍ଥା। ଆଜ୍ଞା ହଁ ରେଲ୍‌ୱେ ଏହାର ଇ-କ୍ୟାଟ୍‌ରିଂ ମେନୁରେ ଆଣିବ ‘ବ୍ରତ କା ଖାନା’ ଅର୍ଥାତ ଉପବାସ ସମୟର ଖାଦ୍ୟ। ରେଲ୍‌ୱେର କ୍ୟାଟରିଂ ଶାଖା ପକ୍ଷରୁ କୁହାଯାଇଛି, ଏପରି ପାର୍ବଣ ସମୟରେ ପାରମ୍ପରିକଭାବେ ଉପବାସ କରାଯାଉଥିବାରୁ ଏହାକୁ ଆଖି ଆଗରେ ରଖି ଅକ୍ଟୋବର ୧୦ରୁ ୧୮ ଯାଏ ଏପରି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

Related story