ରାଜସ୍ଥାନ: ବସ୍ ଉପରେ ପଡ଼ିଗଲା ବିଦ୍ୟୁତ୍ ତାର, ୩୦ ମୃତ

ଜୟପୁର: ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଏକ ବସ୍ ଉପରେ ଗୋଟିଏ ହାଇଭୋଲଟେଜ୍ ବିଦ୍ୟୁତ୍ ତାର ଖସି ପଡ଼ିବାରୁ ୩୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଏକ ବରଯାତ୍ରୀରେ ଯାଉଥିଲେ। ସାଞ୍ଚ ଗାଁ ପାଖାପାଖି ବସଟି ଉପରେ ଏକ ବିଦ୍ୟୁତ୍ ତାର ପଡ଼ିଯାଇଥିଲା। ଆଉ ବସରେ ସବାର ହୋଇଥିବା ଏସମସ୍ତ ଲୋକ ବିଦ୍ୟୁତ୍ ଆଘାତ କବଳକୁ ଚାଲିଯାଇଥିଲେ।

rajasthanmap

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 11:20 AM IST

Related story