ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଉଛି: ରାଜନାଥ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ତରଫରୁ ଗୁଳି ବର୍ଷଣ ଜାରି ରହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଉଛି। ସେ ଏହା ମଧ୍ୟ କହିଛନ୍ତି,“ଭାରତୀୟ ସେନା ଦେଶର ମୁଣ୍ଡ ତଳକୁ ହେବାକୁ ଦେବ ନାହିଁ।” ଶୁକ୍ରବାର ରାତିରେ ସୀମାରେ କୁପବାଡାର ମଛଲୀ ସେକ୍ଟରରେ ଆତଙ୍କବାଦ ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।

rajnath

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 02:22 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ତରଫରୁ ଗୁଳି ବର୍ଷଣ ଜାରି ରହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଉଛି।

ସେ ଏହା ମଧ୍ୟ କହିଛନ୍ତି,“ଭାରତୀୟ ସେନା ଦେଶର ମୁଣ୍ଡ ତଳକୁ ହେବାକୁ ଦେବ ନାହିଁ।”

ଶୁକ୍ରବାର ରାତିରେ ସୀମାରେ କୁପବାଡାର ମଛଲୀ ସେକ୍ଟରରେ ଆତଙ୍କବାଦ ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।

Related story