ସୀମାର ଲେଖାହେବ ଇତିହାସ, ୨ ବର୍ଷରେ ହେବ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ଦେଶ, ଦେଶପ୍ରେମ ଏବଂ ଶତ୍ରୁରାଷ୍ଟ୍ର ବିରୋଧରେ ସେନାର ବିଜୟ ଆଦିର ଅପାସୋରା ଏବଂ ଅନେକ ଅକୁହା କାହାଣୀ ଦେଖିଛି ସୀମା। ଏବେ ଏହାର ଇତିହାସ ଲେଖାଯିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ପ୍ରାୟ ୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି, ଏହି ପ୍ରକଳ୍ପରେ ସୀମାର ବିଭିନ୍ନ ଦିଗ ରହିବ। ଏହାର […]

army

army

Subrat Kumar Nayak
  • Published: Wednesday, 18 September 2019
  • Updated: 18 September 2019, 05:14 PM IST

Sports

Latest News

ନୂଆଦିଲ୍ଲୀ: ଦେଶ, ଦେଶପ୍ରେମ ଏବଂ ଶତ୍ରୁରାଷ୍ଟ୍ର ବିରୋଧରେ ସେନାର ବିଜୟ ଆଦିର ଅପାସୋରା ଏବଂ ଅନେକ ଅକୁହା କାହାଣୀ ଦେଖିଛି ସୀମା। ଏବେ ଏହାର ଇତିହାସ ଲେଖାଯିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ପ୍ରାୟ ୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି।

ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି, ଏହି ପ୍ରକଳ୍ପରେ ସୀମାର ବିଭିନ୍ନ ଦିଗ ରହିବ। ଏହାର ନିର୍ମାଣ ପୂର୍ବର କଥା, ନିର୍ମାଣ ଏବଂ ପରେ ପରିବର୍ତ୍ତନ, ସୁରକ୍ଷାକର୍ମୀଙ୍କ ଭୂମିକା ବର୍ଡରଲ୍ୟାଣ୍ଡ ବା ସୀମା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଜୀବନ, ସେମାନଙ୍କ ସଂସ୍କୃତି ଏବଂ ଜୀବନର ସାମାଜିକ-ଅର୍ଥନୀତିକ ଦିଗ ଆଦି ରହିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ସିଂହ ଗତ ୧୭ ତାରିଖରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ହିଷ୍ଟ୍ରୋରିକାଲ ରିସର୍ଚ୍ଚ, ନେହରୁ ମେମୋରିଆଲ ମ୍ୟୁଜିଅମ୍‌ ଆଣ୍ଡ ଲାବ୍ରେରିର କର୍ମକର୍ତ୍ତା, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଜେନେରାଲ ଆର୍କାଇଭ୍ସ ନିର୍ଦ୍ଦେଶକ ଆଦିଙ୍କ ସହ ବୈଠକ କରିଥିଲେ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଥମ ଥର ପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଛି। ଏହି ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସ୍ୱାଗତ କରିବା ସହ ବିଭିନ୍ନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତର ପାକିସ୍ତାନ ଏବଂ ଚାଇନା ସହ ବର୍ଷ ବର୍ଷର ବିବାଦ ରହିଆସିଛି। ବିଶେଷ କରି କଶ୍ମୀରର ବେଶ କିଛି ଅଂଶ ଆମ ମାନଚିତ୍ରରେ ରହିଥିଲେ ମଧ୍ୟ ଏହା ଶତ୍ରୁରାଷ୍ଟ୍ରର ଦଖଲରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story