ଏମ୍‌ଆଇଜି-୨୧କୁ ଏକାକି ଉଡ଼ାଇଲେ ବାୟୁ ସେନା ମୁଖ୍ୟ

ଜୟପୁର: ଭାରତୀୟ ବାୟୁ ସେନାର ଲଢୁଆ ବିମାନ ଏମ୍‌ଆଇଜି-୨୧କୁ ଏକାକି ଉଡ଼ାଇଲେ ବାୟୁ ସେନା ମୁଖ୍ୟ ବି.ଏସ୍‌.ଧନୱା। ରାଜସ୍ଥାନର ଉତ୍ତରଲାଇ ବାୟୁ ସେନା ଘାଟିରେ  ଏହି ଫାଇଟର ଜେଟ୍‌କୁ ପ୍ରାୟ ଅଧଘଣ୍ଟା ଧରି ଉଡ଼ାଇ ଥିଲେ ସେ। ତାଙ୍କ ପୂର୍ବରୁ ଋଷ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧବିମାନକୁ ପୂର୍ବତନ ବାୟୁ ସେନା ମୁଖ୍ୟ ଏ.ୱାଇ. ଟିପ୍‌ନିସ୍‌ ଏବଂ ଦିଲବାଗ ସିଂହ ମଧ୍ୟ ଉଡ଼ାଇ ଚର୍ଚ୍ଚାକୁ ଆସିଥିଲେ। କାରଗିଲ ଯୁଦ୍ଧ ସମୟରେ ଧନୱା ଏଭଳି ଯୁଦ୍ଧବିମାନ ଚଳାଇ ଯବାନଙ୍କ […]

Dhanoa

Dhanoa

Rakesh Mallick
  • Published: Friday, 13 January 2017
  • Updated: 14 January 2017, 09:49 AM IST

Sports

Latest News

ଜୟପୁର: ଭାରତୀୟ ବାୟୁ ସେନାର ଲଢୁଆ ବିମାନ ଏମ୍‌ଆଇଜି-୨୧କୁ ଏକାକି ଉଡ଼ାଇଲେ ବାୟୁ ସେନା ମୁଖ୍ୟ ବି.ଏସ୍‌.ଧନୱା। ରାଜସ୍ଥାନର ଉତ୍ତରଲାଇ ବାୟୁ ସେନା ଘାଟିରେ  ଏହି ଫାଇଟର ଜେଟ୍‌କୁ ପ୍ରାୟ ଅଧଘଣ୍ଟା ଧରି ଉଡ଼ାଇ ଥିଲେ ସେ। ତାଙ୍କ ପୂର୍ବରୁ ଋଷ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧବିମାନକୁ ପୂର୍ବତନ ବାୟୁ ସେନା ମୁଖ୍ୟ ଏ.ୱାଇ. ଟିପ୍‌ନିସ୍‌ ଏବଂ ଦିଲବାଗ ସିଂହ ମଧ୍ୟ ଉଡ଼ାଇ ଚର୍ଚ୍ଚାକୁ ଆସିଥିଲେ। କାରଗିଲ ଯୁଦ୍ଧ ସମୟରେ ଧନୱା ଏଭଳି ଯୁଦ୍ଧବିମାନ ଚଳାଇ ଯବାନଙ୍କ ନିକଟରେ  ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ସମ୍ମାନିତ ହୋଇଥିଲେ।

ଏମ୍‌ଆଇଜି-୨୧ ଜେଟ୍‌ ୨୦୧୭ରୁ ୨୦୨୦ ମଧ୍ୟରେ  କୌଣସି ସମୟରେ  ଭାରତୀୟ ସେନା ନିକଟରୁ ବିଦାୟ ନେଇପାରେ। ୨୦୦୭ରୁ ୨୦୧୫ ମଧ୍ୟରେ ୨୨ଟି ଏମ୍‌ଆଇଜି-୨୧ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story