ରମଜାନ ପୂର୍ବରୁ ୧୧୩ ଭାରତୀୟ ଧୀବରଙ୍କୁ ମୁକ୍ତ କଲା ପାକିସ୍ତାନ

କରାଚି: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ରମଜାନ୍। ଆଉ ଏହାର ଗୋଟିଏ ଦିନ ପୂର୍ବରୁ ଆଜି  ୧୧୩ ଜଣ ଧୀବରଙ୍କୁ ଜେଲରୁ ମୁକ୍ତ କରିଛନ୍ତି ପାକିସ୍ତାନ ସରକାର। ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ରମଜାନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଆଉ ତା’ପରେ ପାକିସ୍ତାନ ସରକାର ସେଠାରେ ବନ୍ଦୀ ଥିବା ୧୧୫ ଧୀବରଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ହୋଲିରେ ଭାରତ କିଛି ପାକିସ୍ତାନୀ ଧୀବରଙ୍କୁ ଜେଲରୁ ମୁକ୍ତ କରିଥିଲା। ତେଣୁ […]

pakistanflag

pakistanflag

Rakesh Mallick
  • Published: Thursday, 18 June 2015
  • Updated: 04 May 2017, 03:45 PM IST

Sports

Latest News

କରାଚି: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ରମଜାନ୍। ଆଉ ଏହାର ଗୋଟିଏ ଦିନ ପୂର୍ବରୁ ଆଜି  ୧୧୩ ଜଣ ଧୀବରଙ୍କୁ ଜେଲରୁ ମୁକ୍ତ କରିଛନ୍ତି ପାକିସ୍ତାନ ସରକାର। ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ରମଜାନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଆଉ ତା’ପରେ ପାକିସ୍ତାନ ସରକାର ସେଠାରେ ବନ୍ଦୀ ଥିବା ୧୧୫ ଧୀବରଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ହୋଲିରେ ଭାରତ କିଛି ପାକିସ୍ତାନୀ ଧୀବରଙ୍କୁ ଜେଲରୁ ମୁକ୍ତ କରିଥିଲା। ତେଣୁ ପ୍ରତି ବଦଳରେ ପାକିସ୍ତାନ ଭାରତୀୟ ଧୀବର ମାନଙ୍କୁ ମୁକ୍ତ କରିଛି ବୋଲି କୁହାଯାଉଛି।

ପାକ୍ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ପାଇବା ପରେ ମାଲୀ ଜେଲରେ ବନ୍ଦୀ ଥିବା ଏହି ଧୀବର ମାନଙ୍କୁ ମୁକ୍ତ କରାଯାଇ କୋରାକୋରମ୍ ଏକ୍ସପ୍ରେସରେ ଲାହୋର ନିଆଯାଇଥିଲା। ସେଠାରୁ ସେମାନଙ୍କୁ ଆସନ୍ତାକାଲି ୱାଘା ସୀମାରେ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ।

ମୁକ୍ତି ପାଇଥିବା ଧୀବରଙ୍କୁ ପାକିସ୍ତାନ ଫିସର ଫୋରମ(ପିଏଫ୍‌ଏଫ୍) ଓ ଜେଲ କର୍ତ୍ତୃପକ୍ଷ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ, ଗତ ଫେବୃଆରୀରେ ମଧ୍ୟ ପାକିସ୍ତାନ ୧୭୨ ଭାରତୀୟ ଧୀବରଙ୍କୁ ମୁକ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story