ବଦଳିଲା ଓଡ଼ିଆ ଆଇଏଏସଙ୍କ ପାହ୍ୟା
ନୂଆଦିଲ୍ଲୀ: ୧୯୯୪ ମସିହା ଓଡ଼ିଶା କ୍ୟାଡରର ଆଇଏଏସ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ରରେ ମିଳିଛି ଅତିରିକ୍ତ ସଚିବର ପାହ୍ୟା। ଭାରତ ସରକାର ଏହି ପାହ୍ୟା ଦେଇଛନ୍ତି। ଏବେ କିନ୍ତୁ ଶ୍ରୀମତୀ ରଞ୍ଜନା ଓଡ଼ିଶା ସରକାରର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ରହିଛନ୍ତି।