ବାଦୁଡ଼ି ନା ବଜ୍ରକାପ୍ତା? କେଉଁଠୁ ମଣିଷ ଶରୀରକୁ ଆସିଥାଏ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବାଦୁଡ଼ି ଶରୀରରେ ଠାବ ହୋଇଥାଏ। ହେଲେ ବାଦୁଡ଼ି ଠାରୁ ମଣିଷ ଶରୀରକୁ ଏହି ଭାଇରସ ଆସିଛି ବୋଲି ଏଯାଏ କୌଣସି ପ୍ରମାଣ ମିଳିନାହିଁ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ନିର୍ଦ୍ଦେଶକ ରମନ ଗଙ୍ଗାଖାଡ଼ଖେର କହିଛନ୍ତି। ସେ ଆଜି କହିଛନ୍ତି, ବାଦୁଡ଼ିମାନଙ୍କ ଠାରୁ ମଣିଷ ଶରୀରରେ କରୋନା ଭାଇରସ ପ୍ରବେଶ କରିବାର କୌଣସି ପ୍ରମାଣ ମିଳିନାହିଁ। ତେବେ ପ୍ରତି ହଜାର ବର୍ଷରେ ଥରେ ଅଦେ ବାଦୁଡ଼ି ଶରୀରରୁ ଏହା […]

cxxz

cxxz

Hemant Lenka
  • Published: Wednesday, 15 April 2020
  • Updated: 16 April 2020, 12:36 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବାଦୁଡ଼ି ଶରୀରରେ ଠାବ ହୋଇଥାଏ। ହେଲେ ବାଦୁଡ଼ି ଠାରୁ ମଣିଷ ଶରୀରକୁ ଏହି ଭାଇରସ ଆସିଛି ବୋଲି ଏଯାଏ କୌଣସି ପ୍ରମାଣ ମିଳିନାହିଁ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ନିର୍ଦ୍ଦେଶକ ରମନ ଗଙ୍ଗାଖାଡ଼ଖେର କହିଛନ୍ତି।

ସେ ଆଜି କହିଛନ୍ତି, ବାଦୁଡ଼ିମାନଙ୍କ ଠାରୁ ମଣିଷ ଶରୀରରେ କରୋନା ଭାଇରସ ପ୍ରବେଶ କରିବାର କୌଣସି ପ୍ରମାଣ ମିଳିନାହିଁ। ତେବେ ପ୍ରତି ହଜାର ବର୍ଷରେ ଥରେ ଅଦେ ବାଦୁଡ଼ି ଶରୀରରୁ ଏହା ମଣିଷ ଶରୀରରେ ପ୍ରବେଶ କରିବାର ଆଶଙ୍କା ରହିଥାଏ। ଏପରି ଘଟଣା ଏକ ହଜାର ବର୍ଷରେ ଥରେ ଘଟେ।

ସେ କହିଛନ୍ତି, ରିସର୍ଚ୍ଚ ବେଳେ ଆମେ ଜାଣିବାକୁ ପାଇଛୁ ଯେ ଦେଶରେ ଦୁଇ ପ୍ରକାରର ବାଦୁଡ଼ି ରହିଛନ୍ତି। ସେମାନଙ୍କ ଶରୀରରେ କରୋନା ଭୂତାଣୁ ମିଳିଥିଲା। କିନ୍ତୁ ଏହା କେବଳ ସେମାନଙ୍କ ଶରୀରର ଭାଇରସ। ଏହା ମଣିଷ ଶରୀରକୁ ଭିତରକୁ ପ୍ରବେଶ କରିପାରିବେ ନାହିଁ। ତାମିଲନାଡୁ, ପୁଡୁଚେରି, କର୍ଣ୍ଣାଟକା ଭଳି ରାଜ୍ୟରେ ଦେଖାଯାଉଥିବା ବାଦୁଡ଼ିଙ୍କୁ ପରୀକ୍ଷା କରାଯାଇ ସେମାନଙ୍କ ଶରୀରରେ କରୋନା ଭୂତାଣୁ ରହିଥିବା ଜାଣିବାକୁ ପାଇଛୁ।

ଚାଇନାରେ ହୋଇଥିବା ସର୍ଭେ ଅନୁଯାୟୀ, କରୋନା ଭାଇରସ ବାଦୁଡ଼ି ଶରୀରରୁ ସିଧାସଳଖ ମଣିଷ ଶରୀରକୁ ଆସିବାର ଆଶଙ୍କା ନଥିଲେ ହେଁ ଏହା ବଜ୍ରକାପ୍ତା ଶରୀରକୁ ସଂକ୍ରମିତ ହୋଇଥାଏ। ଏହାପରେ ବଜ୍ରକାପ୍ତା ଶରୀରରୁ ଏହା ମଣିଷ ଶରୀରକୁ ସଂକ୍ରମିତ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story