ଅର୍ଥନୀତି ପାଇଁ ଆମେରିକାର ରିଚାର୍ଡ଼ ଥାଲରଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ଆମେରିକାର ରିଚାର୍ଡ଼ ଥାଲରଙ୍କୁ ମିଳିଛି ୨୦୧୭ ବର୍ଷର ପାଇଁ ନୋବେଲ୍ ପୁରସ୍କାର। ବ୍ୟବହାରିକ ଅର୍ଥନୀତିରେ ରିଚାର୍ଡ଼ ଥାଲରଙ୍କୁ ଦିଗଦର୍ଶକ କୁହାଯାଏ। ଅର୍ଥନୀତିରେ ନିଷ୍ପତ୍ତି ଓ ଏହା ଉପରେ ମନସ୍ତାତ୍ୱିକ ପ୍ରଭାକୁ ନେଇ ଥାଲରଙ୍କ ଗବେଷଣା ବେଶ୍ ପ୍ରସିଦ୍ଧ ଲାଭ କରିଥିଲା। ଚିକାଗୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ଥାଲରଙ୍କ ଜନ୍ମ ୧୯୪୫ରେ ଆମେରିକାରେ ହୋଇଥିଲା।

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 10:28 PM IST

Related story