"ବିହାରରେ ଆଗ ବିଜେପି ଆତ୍ମନିର୍ଭର ହେଉ"

ପାଟଣା: ଆଉ ଦୁଇ ମାସ ପରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜନୀତିକ ବାକ୍ ଯୁଦ୍ଧ ଆରମ୍ଭ ହେବା ସ୍ୱାଭାବିକ୍। ଏହି ଧାରାରେ ଆରେଜଡିର ନେତୃତ୍ୱ ନେଉଥିବା ତେଜସ୍ୱୀ ଯାଦବ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ବିଜେପି କେବେ ଆତ୍ମନିର୍ଭରଶୀଳ ହେବ ବୋଲି ସେ ପଚାରିଛନ୍ତି। 24 ବର୍ଷ ହେବ ଅନ୍ୟ ଚେହେରାରେ କେତେ ଦିନ ଦଳ ଆଗକୁ ବଢ଼ିବ ବୋଲି ତେଜସ୍ୱୀ କହିଛନ୍ତି। ଶନିବାର ବିଜେପି ସଭାପତି ଜେପି ନଡା ବିହାର […]

Tejashwi-yadav

Tejashwi-yadav

Subhransu Sekhar
  • Published: Saturday, 12 September 2020
  • Updated: 13 September 2020, 12:10 AM IST

Sports

Latest News

ପାଟଣା: ଆଉ ଦୁଇ ମାସ ପରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜନୀତିକ ବାକ୍ ଯୁଦ୍ଧ ଆରମ୍ଭ ହେବା ସ୍ୱାଭାବିକ୍। ଏହି ଧାରାରେ ଆରେଜଡିର ନେତୃତ୍ୱ ନେଉଥିବା ତେଜସ୍ୱୀ ଯାଦବ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ବିଜେପି କେବେ ଆତ୍ମନିର୍ଭରଶୀଳ ହେବ ବୋଲି ସେ ପଚାରିଛନ୍ତି। 24 ବର୍ଷ ହେବ ଅନ୍ୟ ଚେହେରାରେ କେତେ ଦିନ ଦଳ ଆଗକୁ ବଢ଼ିବ ବୋଲି ତେଜସ୍ୱୀ କହିଛନ୍ତି।

ଶନିବାର ବିଜେପି ସଭାପତି ଜେପି ନଡା ବିହାର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଏବଂ ଏନିଡିରେ ସାମିଲ୍ ଥିବା ଅନ୍ୟାନ୍ୟ ଦଳର ନେତାଙ୍କ ସହ ବୈଠକ କରିଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱରେ ବିଜେପି ଏଠାରେ ନିର୍ବାଚନ ଲଢ଼ିବ ବୋଲି ନଡା କହିଛନ୍ତି। ବିହାରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ଯୋଜନାରେ ରାଜ୍ୟବାସୀଙ୍କୁ ଯୋଡିବା ପାଇଁ ରାଜ୍ୟରେ ଅଧିକ ପରିଶ୍ରମ କରିବା ଉଚିତ ବୋଲି ଦଳୀୟ ନେତାଙ୍କ ଉଦ୍ଦେଶ୍ଯରେ ନଡ୍ଡା କହିଥିଲେ।

ବିହାରରେ ଅନ୍ତିମ ବିଧାନସଭା ନିର୍ବାଚନରେ ବିଜେପି, ଏଲଜେପି ସହିତ ମିଶି ନିର୍ବାଚନ ଲଢ଼ିଥିଲା। ଆରଜେଡି, ଜେଡିୟୁ ସହିତ ମିଶି ନିର୍ବାଚନ ଲଢ଼ିଥିଲା। ଆଉ ଶାସନ ଗାଦିରେ ଜେଡିୟୁ ନେତୃତ୍ୱାଧୀନ ମେଣ୍ଚ ସରକାର ଗଢ଼ିଥିଲେ। ହେଲେ ଏହି ମେଣ୍ଟ ବେଶୀ ଦିନ ତିଷ୍ଠି ନଥିଲା। ଏହାପରେ ବିଜେପି ସହିତ ଜେଡିୟୁ ମିଶି ସରକାର ଗଢ଼ିଛି। ବିହାରରେ ଜେଡିୟୁ-ବିଜେପି ମେଣ୍ଟ ସରକାର ପୁରୁଣା।

ଏହାକୁ ଆଧାର କରି ବିଜେପିକୁ ପ୍ରଶ୍ନ କରିଛନ୍ତି ତେଜସ୍ୱୀ ଯାଦବ। କେତେ ଦିନ ଯାଏ ଅନ୍ୟ ଜଣଙ୍କ ଚେହେରାରରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ତେଜସ୍ୱୀ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ବିଜେପି ପ୍ରଥମେ ଆତ୍ମନିର୍ଭରଶୀଳ ହେବା ଉଚିତ୍ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story