ଦିଲ୍ଲୀରେ କଂଗ୍ରେସ ସହ ମିଶି ଲଢ଼ିବ ଆରଜେଡି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପ୍ରାର୍ଥୀ ଦେବ। ହେଲେ ଦଳ ଏକାକୀ ନିର୍ବାଚନ ଲଢ଼ିବ ନାହିଁ ବରଂ କଂଗ୍ରେସ ସହ ମିଶି ମାତ୍ର ୪ଟି ଆସନରେ ଲଢ଼ିବ। ଆରଜେଡି ଦିଲ୍ଲୀର ବୁରାରୀ, କିରାରୀ, ଉତ୍ତମ ନଗର ଓ ପାଲାମାରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଏହାର ଅର୍ଥ କଂଗ୍ରେସ ୭୦ଟି ବିଧାନସଭା ଆସନରୁ ୬୬ଟିରେ ଲଢ଼ିବ। ଆରଜେଡି ସୋମବାର ୪ ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ। ଅନ୍ୟପକ୍ଷରେ […]

er

Hemant Lenka
  • Published: Sunday, 19 January 2020
  • , Updated: 19 January 2020, 05:12 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପ୍ରାର୍ଥୀ ଦେବ। ହେଲେ ଦଳ ଏକାକୀ ନିର୍ବାଚନ ଲଢ଼ିବ ନାହିଁ ବରଂ କଂଗ୍ରେସ ସହ ମିଶି ମାତ୍ର ୪ଟି ଆସନରେ ଲଢ଼ିବ।

ଆରଜେଡି ଦିଲ୍ଲୀର ବୁରାରୀ, କିରାରୀ, ଉତ୍ତମ ନଗର ଓ ପାଲାମାରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଏହାର ଅର୍ଥ କଂଗ୍ରେସ ୭୦ଟି ବିଧାନସଭା ଆସନରୁ ୬୬ଟିରେ ଲଢ଼ିବ। ଆରଜେଡି ସୋମବାର ୪ ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ।

ଅନ୍ୟପକ୍ଷରେ କଂଗ୍ରେସ ୭୦ଟି ବିଧାନସଭାରୁ ଗତକାଲି ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Related story