୧୦୦ ରୋଗୀଙ୍କର ସର୍ଜରୀ କଲା ରୋବୋଟ୍‌

ନୂଆଦିଲ୍ଲୀ: ଦେଶ ଏବେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ଆଧାର କରି ଆଗକୁ ବଢ଼ି ଚାଲିଛି। ସମସ୍ତ କ୍ଷେତ୍ରରେ ଏବେ ଏହି ଦୁଇଟି ଜ୍ଞାନ କୌଣଳ ପ୍ରୟୋଗ ହେବା ଫଳରେ କୌଣସି ସେବା ଯୋଗାଇବା ସହଜ ଓ ସୁଲଭ ଦରରେ ହୋଇପାରୁଛି। ଆଗାମୀ ଦୁଇ ମାସ ମଧ୍ୟରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ରୋବୋଟ୍‌ ସାହାଯ୍ୟରେ କିଡ଼ନୀ ପ୍ରତିରୋପଣ କରାଯିବ। ରୋବୋଟ୍‌କୁ ଚଳାଇବା ପାଇଁ ପ୍ରସ୍ତୁତ ହୋଇଥିବା ଟିମ୍ ଏବେ ପ୍ରଶିକ୍ଷଣ ନେଇ ସାରିଛନ୍ତି। ଏହି ଟିମ୍ […]

ROBOTICS

ROBOTICS

Subhransu Sekhar
  • Published: Friday, 03 January 2020
  • Updated: 03 January 2020, 02:00 PM IST

Sports

Latest News

ନୂଆଦିଲ୍ଲୀ: ଦେଶ ଏବେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ଆଧାର କରି ଆଗକୁ ବଢ଼ି ଚାଲିଛି। ସମସ୍ତ କ୍ଷେତ୍ରରେ ଏବେ ଏହି ଦୁଇଟି ଜ୍ଞାନ କୌଣଳ ପ୍ରୟୋଗ ହେବା ଫଳରେ କୌଣସି ସେବା ଯୋଗାଇବା ସହଜ ଓ ସୁଲଭ ଦରରେ ହୋଇପାରୁଛି। ଆଗାମୀ ଦୁଇ ମାସ ମଧ୍ୟରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ରୋବୋଟ୍‌ ସାହାଯ୍ୟରେ କିଡ଼ନୀ ପ୍ରତିରୋପଣ କରାଯିବ। ରୋବୋଟ୍‌କୁ ଚଳାଇବା ପାଇଁ ପ୍ରସ୍ତୁତ ହୋଇଥିବା ଟିମ୍ ଏବେ ପ୍ରଶିକ୍ଷଣ ନେଇ ସାରିଛନ୍ତି। ଏହି ଟିମ୍ ୩ ମାସ ମଧ୍ୟରେ ରୋବୋଟ୍‌ ସାହାଯ୍ୟରେ ୧୦୦ଟି ସର୍ଜରୀ ବା ଅପରେସନ କରିସାରିଛନ୍ତି। ଏବେ କିଡନୀ ପ୍ରତିରୋପଣ ପାଇଁ ରୋବୋଟ୍‌କୁ ପ୍ରସ୍ତୁତ କରାଯାଇଛି।

ସଫଦରଜଙ୍ଗ ହସ୍ପିଟାଲର କିଡନୀ ପ୍ରତିରୋପଣ କରୁଥିବା ସର୍ଜନ ଡାକ୍ତର ଅନୁପ କୁମାର କହିଛନ୍ତି, କିଡନୀ ପ୍ରତିରୋପଣ କରିବା କଷ୍ଟକର ବ୍ୟାପାର। ଏହି ଅପରେସନ କରିବା ପାଇଁ ଏକ ପ୍ରଶିକ୍ଷିତ ଟିମର ଆବଶ୍ୟକତା ଥିଲା। ଏବେ ଆମ ପାଖରେ ଏହି ଟିମ୍ ରହିଛି। ତେଣୁ ଆଗାମୀ ଦୁଇ ମାସ ମଧ୍ୟରେ ହସ୍ପିଟାଲରେ ରୋବୋଟ୍‌ ସାହାଯ୍ୟରେ ପ୍ରତିରୋପଣ ହେବ।

୩ ମାସ ପୂର୍ବରୁ ରୋବୋଟ୍‌କୁ ପ୍ରଶିକ୍ଷଣ ଦିଆଯାଇଛି। ଦେଶର ସରକାରୀ ହସ୍ପିଟାଲଙ୍କ ମଧ୍ୟରେ ଏମସ୍ସ ପରେ ସଫଦରଜଙ୍ଗ ହସ୍ପିଟାଲରେ ରୋବୋଟ୍‌ ରହିଛି। ସେ କହିଛନ୍ତି, ରୋବୋଟ୍‌ ବ୍ୟବହାର ହେବା ଦ୍ୱାରା ଭଲ ଭାବରେ ଅପରେସନ ହୋଇପାରିବ। ଡାକ୍ତରଙ୍କ ଅପେକ୍ଷା ରୋବୋଟ୍‌ କମ୍ ସମୟରେ ଅପରେସନ କରିପାରିବ। ଏହାଦ୍ୱାରା ରୋଗୀ ଅଧିକ ଉପକୃତ ହେବେ।

ପ୍ରୋଷ୍ଟେଟ କ୍ୟାନସର, କିଡନୀ କ୍ୟାନସର, ବ୍ଲାଡର କ୍ୟାନସର ଆଦିରେ ଅପରେସନ ବେଳେ ରୋବୋଟ୍‌ ବ୍ୟବହାର ହେବ। ସବୁ ବର୍ଗର ଲୋକଙ୍କ କ୍ଷେତ୍ରରେ ଏଭଳି ସେବା ଯୋଗାଇ ହେବ ବୋଲି ଡାକ୍ତର ଅନୁପ କୁମାର କହିଛନ୍ତି।

ରୋବୋଟ୍‌ ଦ୍ୱାରା ଅପରେସନ ହେଲେ ରୋଗୀଙ୍କୁ ଯନ୍ତ୍ରଣା ହେବନି, ରକ୍ତ ଅଧିକ ନଷ୍ଟ ହେବନି, ଶୀଘ୍ର ରିକଭରୀ ହେବା ସହିତ ଶରୀରରେ କୌଣସି ପ୍ରକାର ଦାଗ ରହିବନି। ରୋବୋଟ୍‌ ଦ୍ୱାରା ଅପରେସନ ହେବା ଫଳରେ ଜଣେ ରୋଗୀ ଶୀଘ୍ର ସୁସ୍ଥ ହୋଇ ନିଜ କାମ କରିପାରିବ।

ଏହି ରୋବୋଟ୍‌ ପାଖରେ ଥ୍ରୀ-ଡି ଭିଜନ ରହିଛି। ଲାପ୍ରୋସ୍କୋପିକ ତୁଳନାରେ ୧୦ ଗୁଣା ଅଧିକ ମାଗ୍ନିଫାଇଂ ପିକଚର ଦେଖିପାରିବ। ପୂର୍ବରୁ ଗୋଟିଏ ଅପରେସନ ଥିଏଟରରେ ୨ଟି ଅପରେସନ ହୋଇପାରୁଥିଲା ଏବେ ୪ଟି ଅପରେସନ କରିହେବ।

ସୂଚନାଯୋଗ୍ୟ, ଅପରେସନ ବେଳେ ରୋବୋଟ୍‌ ରୋଗୀଙ୍କ ଶରୀରରେ ମାତ୍ର ୪ଟି କଣା କରିବ। ଏହି ଛୋଟ ଛୋଟ କଣା ସାହାଯ୍ୟରେ ରୋବୋଟ୍‌ ନିଜ ଅସ୍ତ୍ର ପୂରାଇ ଅପରେସନ କରିବ। ଅପରେସନ କରିବା ବେଳେ ଡାକ୍ତରଙ୍କ ପାଖରେ ଏକ ସ୍କ୍ରିନ ରହିଥିବ। ଯେଉଁଠି ଅପରେସନର ସିଧା ଚିତ୍ର ଦେଖିହେଉଥିବ। ଏହି ସମୟରେ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ ରୋବୋଟ୍‌ ଅପରେସନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story