ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଗ୍ୟାଲେରୀ ବର୍ଷାରେ ବେହାଲ

ନୂଆଦିଲ୍ଲୀ: ୩୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏହାର ଚାରିପାଖରେ ଗ୍ୟାଲେରୀ ନିର୍ମାଣ କରିଥିଲେ। ଏହାକୁ ଷ୍ଟାଚ୍ୟୁ ଅଫ ୟୁନିଟି ଭାବେ ନାମିତ କରାଯାଇଥିଲା। ହେଲେ ବର୍ଷାରେ ଏହି ୩୦୦୦ ହଜାର କୋଟିର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବେହାଲ ହୋଇଛି। ଏହି ବିଶାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଯେଉଁ ଦର୍ଶକ ଗ୍ୟାଲେରୀ ତିଆରି ହୋଇଥିଲା, ବର୍ଷା ବେଳେ ତା’ ଛାତରୁ […]

wee

wee

Hemant Lenka
  • Published: Sunday, 30 June 2019
  • Updated: 30 June 2019, 04:12 PM IST

Sports

Latest News

ନୂଆଦିଲ୍ଲୀ: ୩୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏହାର ଚାରିପାଖରେ ଗ୍ୟାଲେରୀ ନିର୍ମାଣ କରିଥିଲେ। ଏହାକୁ ଷ୍ଟାଚ୍ୟୁ ଅଫ ୟୁନିଟି ଭାବେ ନାମିତ କରାଯାଇଥିଲା। ହେଲେ ବର୍ଷାରେ ଏହି ୩୦୦୦ ହଜାର କୋଟିର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବେହାଲ ହୋଇଛି।

ଏହି ବିଶାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଯେଉଁ ଦର୍ଶକ ଗ୍ୟାଲେରୀ ତିଆରି ହୋଇଥିଲା, ବର୍ଷା ବେଳେ ତା’ ଛାତରୁ ପାଣି ପଡ଼ିବା ଆରମ୍ଭ ହୋଇଛି। ଫଳରେ ଏଠାକୁ ଯାଇଥିବା ପର୍ଯ୍ୟଟକମାନେ କେମିତି ଏଥିଯୋଗୁ ହଇରାଣ ହେଉଛନ୍ତି, ତା’ର ଭିଡିଓ ସୋଶାଲ ମିଡିଆରେ ଶେୟାର କରିଛନ୍ତି।

ଜଣେ ପର୍ଯ୍ୟଟକ କହିଛନ୍ତି, “ଆମେ ବହୁତ ଆଶା ନେଇ ବିଶ୍ୱର ସବୁଠାରୁ ବଡ଼ ପ୍ରତିମୂର୍ତ୍ତିକୁ ଦେଖିବାକୁ ଆସିଥିଲୁ। ହେଲେ ଏଠାକାର ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହେଉଛୁ। ବର୍ତ୍ତମାନ ଜୋରରେ ବର୍ଷା ହେଉନାହିଁ।

ତଥାପି ମୁଖ୍ୟ ଗ୍ୟାଲେରୀ ଛାତରୁ ପାଣି ପଡ଼ିବା ଆରମ୍ଭ ହୋଇଛି।” ତେବେ ପ୍ରଶାସନ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ହଲରୁ ପାଣି ବାହାର କରିବା ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ରହିଛି। କର୍ମଚାରୀମାନେ ନିୟମିତ ଭାବେ ଏହି ହଲ୍‌ରୁ ପାଣି କାଢ଼ିବାରେ ଲାଗିଛନ୍ତି ବୋଲି ପ୍ରଶାସନ ସଫେଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story