ଭାରତୀୟ ଔଷଧ କମ୍ପାନୀକୁ ୧୦ କୋଟି କରୋନା ଟିକା ଦେବ ଋଷିଆ

ଋଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍ ଭି ଭାରତକୁ ଆସିବ ଋଷିଆରେ ଏହି ଟିକାର ସଫଳ ପରୀକ୍ଷା ହୋଇଛି ଭାରତୀୟ ଔଷଧ କମ୍ପାନୀକୁ ଟିକା ପଠାଇବା ନେଇ ଚୁକ୍ତି ହୋଇଛି ମଙ୍ଗଳବାର ଆଇସିଏମଆର ତରଫରୁ ସୂଚନା ମିଳିଥିଲା ନୂଆଦିଲ୍ଲୀ: ବିଶ୍ୱରେ ଋଷିଆ ପ୍ରଥମେ କରୋନା ଟିକା ତିଆରି କରିଛି। ନିଜ ଦେଶରେ ଏହି ଟିକା ସଫଳ ହୋଇଛି। ଏବେ ଭାରତକୁ ୧୦ କୋଟି ଟିକା ବିକ୍ରି କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଋଷିଆର ଡାଇରେକ୍ଟ ଇନଭେଷ୍ଟମେଣ୍ଟ […]

Coronavirus-vaccine

Coronavirus-vaccine

Subhransu Sekhar
  • Published: Wednesday, 16 September 2020
  • Updated: 16 September 2020, 05:07 PM IST
  • ଋଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍ ଭି ଭାରତକୁ ଆସିବ
  • ଋଷିଆରେ ଏହି ଟିକାର ସଫଳ ପରୀକ୍ଷା ହୋଇଛି
  • ଭାରତୀୟ ଔଷଧ କମ୍ପାନୀକୁ ଟିକା ପଠାଇବା ନେଇ ଚୁକ୍ତି ହୋଇଛି
  • ମଙ୍ଗଳବାର ଆଇସିଏମଆର ତରଫରୁ ସୂଚନା ମିଳିଥିଲା

ନୂଆଦିଲ୍ଲୀ: ବିଶ୍ୱରେ ଋଷିଆ ପ୍ରଥମେ କରୋନା ଟିକା ତିଆରି କରିଛି। ନିଜ ଦେଶରେ ଏହି ଟିକା ସଫଳ ହୋଇଛି। ଏବେ ଭାରତକୁ ୧୦ କୋଟି ଟିକା ବିକ୍ରି କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଋଷିଆର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଏଫ୍) ଏବଂ ଭାରତର ଔଷଧ କମ୍ପାନୀ ଡ଼ ରେଡ୍ଡୀ ଲାବୋରେଟୋରୀ କମ୍ପାନୀ ସହିତ ଚୁକ୍ତି ହୋଇଛି। ଋଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ନାମ ସ୍ପୁଟନିକ୍ ଭି କୋଭିଡ୍ -୧୯ ରହିଛି।

ଋଷିଆର ଏହି ଟିକା ମାନବ ଶରୀରରେ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯାଇଥିଲା ସମସ୍ତେ ସୁରକ୍ଷିତ ରହିଛନ୍ତି ବୋଲି ଜଣାପଡ଼ିଛି।

ଆରଡିଏଫ୍ କହିଛି ଯେ ଆରଡିଏଫ୍ ଏବଂ ଡ଼ ରେଡ୍ଡୀ ମଧ୍ୟରେ ହୋଇଥିବା ଚୁକ୍ତି ଦୁଇ ଦେଶର ବୁଢ଼ୁଥବା ସମ୍ପର୍କକୁ ମଜବୁତ କରିବ।

ଚଳିତ ମାସ ଆରମ୍ଭରେ ନୀତି ଆୟୋଗ ସଦସ୍ୟ ଡ଼. ଭି ପାଲ୍ କହିଥିଲେ ଯେ ସ୍ପୁଟନିକ ଭି ଟିକା ତିଆରି କରିବାରେ ଏବଂ ଦେଶରେ ତୃତୀୟ ପର୍ଯ୍ୟାୟରେ ପରୀକ୍ଷା କରି ଗବେଷଣା କରିବା ପାଇଁ ଋଷିଆ ସରକାର ଭାରତର ସହାୟତା ଲୋଡିଛନ୍ତି।

ମଙ୍ଗଳବାର ଦିନ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭର୍ଗାଭା ମଧ୍ୟ କହିଥିଲେ, "ଟିକା ଉତ୍ପାଦନର ଋଷିଆର ରେକର୍ଡ ପୂର୍ବରୁ ଭଲ ରହିଛି। ତେଣୁ ଆମେ ଅନୁମାନ କରୁଛୁ ଯେ ଏହି ଟିକା ଭଲ ହୋଇଥିବ। ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ଏ ବାବଦରେ ଆଲୋଚନା କରୁଛନ୍ତି"।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story