ସିରିଆରେ ବିମାନ ଆକ୍ରମଣ ପାଇଁ ରୁଷିଆ ପାର୍ଲିଆମେଣ୍ଟରୁ ମିଳିଲା ସମ୍ମତି

ମସ୍କୋ: ସିରିଆରେ ଚାଲିଥିବା ଗୃହଯୁଦ୍ଧରୁ ନାଗରିକଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡିଛି ରୁଷିଆ । ବିମାନ ଆକ୍ରମଣ କରି ସିରିଆରେ ବିଦ୍ରୋହୀଙ୍କୁ ହଟାଇବାକୁ ବୁଧବାର ରୁଷିଆ ପାର୍ଲିଆମେଣ୍ଟରେ ରାଷ୍ଟ୍ରପତି ଭ୍ଲାଦମିର୍ ପୁତୀନ ଅନୁମତି ଦେଇଛନ୍ତି । ଅନୁମତି ପାଇବାର କିଛି ସମୟରେ ମଧ୍ୟରେ ରୁଷିଆର ଏକ ଟ୍ରୁପ ସିରିଆ ଅଭିମୁଖେ ଯାଇଛି। ଏହି ଟ୍ରୁପ୍ ସିରିଆରେ ଗୃହଯୁଦ୍ଧ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଆଇଏସ ଆତଙ୍କୀକୁ ଟାର୍ଗେଟ କରିବ ବୋଲି ରୁଷିଆ ପାର୍ଲିଆମେଣ୍ଟର ସଦସ୍ୟ ସରଗୋଇ ଇଭାନୋଭ […]

vladimir-putin

Rakesh Mallick
  • Published: Wednesday, 30 September 2015
  • , Updated: 04 May 2017, 03:44 PM IST

ମସ୍କୋ: ସିରିଆରେ ଚାଲିଥିବା ଗୃହଯୁଦ୍ଧରୁ ନାଗରିକଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡିଛି ରୁଷିଆ । ବିମାନ ଆକ୍ରମଣ କରି ସିରିଆରେ ବିଦ୍ରୋହୀଙ୍କୁ ହଟାଇବାକୁ ବୁଧବାର ରୁଷିଆ ପାର୍ଲିଆମେଣ୍ଟରେ ରାଷ୍ଟ୍ରପତି ଭ୍ଲାଦମିର୍ ପୁତୀନ ଅନୁମତି ଦେଇଛନ୍ତି ।

ଅନୁମତି ପାଇବାର କିଛି ସମୟରେ ମଧ୍ୟରେ ରୁଷିଆର ଏକ ଟ୍ରୁପ ସିରିଆ ଅଭିମୁଖେ ଯାଇଛି। ଏହି ଟ୍ରୁପ୍ ସିରିଆରେ ଗୃହଯୁଦ୍ଧ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଆଇଏସ ଆତଙ୍କୀକୁ ଟାର୍ଗେଟ କରିବ ବୋଲି ରୁଷିଆ ପାର୍ଲିଆମେଣ୍ଟର ସଦସ୍ୟ ସରଗୋଇ ଇଭାନୋଭ ସୂଚନା ଦେଇଛି।

Related story