ତାଲକୋଟରା ଷ୍ଟାଡିଅମ୍‌ରେ ସାଇ ବାବାଙ୍କର ପାଦୁକା ପୂଜା

ମୁମ୍ବାଇ: ସାଇ ପାଲନ୍‌ହାର ଟ୍ରଷ୍ଟ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ହୋଇଛି ସାଇ ପାଦୁକା ଦର୍ଶନ ସମାରୋହ। ଏହି ସମାରୋହରେ ପାଲିଙ୍କି ପୂଜା ପରେ ସାଇ ସେବା ସଂସ୍ଥାନ ପକ୍ଷରୁ ବାବାଙ୍କ ପାଦୁକାକୁ ମୁମ୍ବାଇରୁ ଦିଲ୍ଲୀର ତାଲକୋଟରା ଷ୍ଟାଡିଅମ୍‌କୁ ଅଣାଯାଇଥିଲା। । ଏହି କାର୍ଯ୍ୟକ୍ରମରେ ସାଇଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା ହେବା ସହ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଡାକ୍ତର ଚନ୍ଦ୍ରଭାନୁ ଶତପଥୀ।

sai paduka puja

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 10:19 PM IST

Related story