ଦଳିତଙ୍କ ଚୁଟି କାଟିବାକୁ ମନା କଲେ ମୁସଲିମ ନାପିତ

ମୋରଦାବାଦ୍‌: ମୁସଲିମ୍‌ଙ୍କ ଦ୍ୱାରା ପରିଚାଳିତ ସେଲୁନ୍‌ ଦଳିତଙ୍କ ଚୁଟି କାଟିବାକୁ ମନା କରିବା ପରେ ଅଡ଼ୁଆରେ ପଡ଼ିଛନ୍ତି ମୋରଦାବାଦ୍‌ର ପୁଲିସ୍‌ ଏବଂ ପ୍ରଶାସନ। ଏହା ବଦଳରେ ଦଳିତମାନେ ପୁଲିସ୍‌ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରସ୍ଥ ହୋଇ ଜାତିଗତ ବିଦ୍ୱେଷ ସୃଷ୍ଟି କରାଯାଉଥିବା ଅଭିଯୋଗ କରିଛନ୍ତି। ମୋରଦାବାଦ୍‌ ଜିଲ୍ଲାର ପୀପଲସାନା ନାମକ ଏକ ଗାଁରେ ବସବାସ କରୁଥିବା ଦଳିତମାନେ ଏପରି ଅଭିଯୋଗ ଆଣିବା ପରେ ଏସ୍‌ଏସ୍‌ପି ପାହ୍ୟାର କିଛି ପୁଲିସ୍‌ ଅଧିକାରୀ ଏକ ଜଏଣ୍ଟ ଟିମ୍‌ ଗଠନ କରି […]

muslim

muslim

Subrat Kumar Nayak
  • Published: Saturday, 13 July 2019
  • Updated: 13 July 2019, 07:13 PM IST

Sports

Latest News

ମୋରଦାବାଦ୍‌: ମୁସଲିମ୍‌ଙ୍କ ଦ୍ୱାରା ପରିଚାଳିତ ସେଲୁନ୍‌ ଦଳିତଙ୍କ ଚୁଟି କାଟିବାକୁ ମନା କରିବା ପରେ ଅଡ଼ୁଆରେ ପଡ଼ିଛନ୍ତି ମୋରଦାବାଦ୍‌ର ପୁଲିସ୍‌ ଏବଂ ପ୍ରଶାସନ। ଏହା ବଦଳରେ ଦଳିତମାନେ ପୁଲିସ୍‌ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରସ୍ଥ ହୋଇ ଜାତିଗତ ବିଦ୍ୱେଷ ସୃଷ୍ଟି କରାଯାଉଥିବା ଅଭିଯୋଗ କରିଛନ୍ତି। ମୋରଦାବାଦ୍‌ ଜିଲ୍ଲାର ପୀପଲସାନା ନାମକ ଏକ ଗାଁରେ ବସବାସ କରୁଥିବା ଦଳିତମାନେ ଏପରି ଅଭିଯୋଗ ଆଣିବା ପରେ ଏସ୍‌ଏସ୍‌ପି ପାହ୍ୟାର କିଛି ପୁଲିସ୍‌ ଅଧିକାରୀ ଏକ ଜଏଣ୍ଟ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଅଭିଯୋଗରେ ସତ୍ୟତା ରହିଥିବା ଜଣାପଡ଼ିଛି ଏବଂ ଏଥିପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଜାତିଗତ ଭେଦଭାବ ବାବଦରେ ସ୍ଥାନୀୟ ଦଳିତ ଲୋକେ ଅଭିଯୋଗ କରିବା ପରେ ପ୍ରତିବାଦରେ ମୁସଲିମ୍‌ମାନେ ସେମାନଙ୍କ ସେଲୁନ୍ ବନ୍ଦ ରଖିଛନ୍ତି। ସେମାନେ କହିଛନ୍ତି, ଦଳିତଙ୍କ ଚୁଟି କାଟିଲେ ତାଙ୍କ ନିଜ ସମ୍ପ୍ରଦାୟର ଲୋକେ ଆଉ ସେଲୁନ୍‌ ଆସିବେନି। ଏହି ଗାଁଟି ମୁସଲିମ୍‌ବହୁଳ ବୋଲି ଜଣାପଡ଼ିଛି।

ଗାଁର ବୟସ୍କ ଦଳିତମାନେ କହିଛନ୍ତି, "ଆମେ ଏପରି ଭେଦଭାବର ଶିକାର ହୋଇଆସୁଛୁ। କିନ୍ତୁ ଆମେ ଚାହୁଁନୁ ପରପିଢ଼ି ମଧ୍ୟ ସେସବୁ ଭୋଗନ୍ତୁ, ଯାହା ଆମେ ଭୋଗି ଆସିଛୁ। ସେମାନେ ମୁକ୍ତ ଜୀବନ ଜିଅନ୍ତୁ। ଆମ ପିଲାମାନେ ପାଠଶାଠ ପଢ଼ିବା ପରେ ମର୍ଯ୍ୟାଦାର ସହ ବଞ୍ଚିବାକୁ ଚାହାନ୍ତି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story