ପରିବହନ ନେଇ ସମସ୍ୟା: ଆଗକୁ ଦେଖାଦେଇପାରେ ଲୁଣ ସଙ୍କଟ

ରାଜକୋଟ: ଆଗକୁ ଦେଖାଦେଇପାରେ ଲୁଣ ସଙ୍କଟ । ଦେଶବ୍ୟାପୀ ଉପୁଜିପାରେ ଲୁଣ ସମସ୍ୟା। କାରଣ ପରିବହନ ସମସ୍ୟା ପାଇଁ ଲୁଣ ଚାଲାଣ ନେଇ ଆଗକୁ ବଡ଼ଧରଣର ଅସୁବିଧା ଉପୁଜିବା ଆଶଙ୍କା କରାଯାଉଛି। ମୁଖ୍ୟତଃ ଗୁଜରାଟ ଏକ ପ୍ରମୁଖ ଲୁଣ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ପରିବହନ ପାଇଁ ଟ୍ରେନ୍‌ କୋଚ୍‌ର ଅଭାବ ଲୁଣ ସଙ୍କଟର ମୁଖ୍ୟ କାରଣ ସାଜିପାରେ। ଏବେ ଗୁଜରାଟର କଚ୍ଛ ଅଞ୍ଚଳର ଗାନ୍ଧିଧାମରେ ପ୍ରାୟ ୮ ଲକ୍ଷ ଟନ୍‌ ଲୁଣ ଚାଲାଣ ନ ହୋଇପାରି […]

1

1

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 11:51 PM IST

Sports

Latest News

ରାଜକୋଟ: ଆଗକୁ ଦେଖାଦେଇପାରେ ଲୁଣ ସଙ୍କଟ । ଦେଶବ୍ୟାପୀ ଉପୁଜିପାରେ ଲୁଣ ସମସ୍ୟା। କାରଣ ପରିବହନ ସମସ୍ୟା ପାଇଁ ଲୁଣ ଚାଲାଣ ନେଇ ଆଗକୁ ବଡ଼ଧରଣର ଅସୁବିଧା ଉପୁଜିବା ଆଶଙ୍କା କରାଯାଉଛି। ମୁଖ୍ୟତଃ ଗୁଜରାଟ ଏକ ପ୍ରମୁଖ ଲୁଣ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ପରିବହନ ପାଇଁ ଟ୍ରେନ୍‌ କୋଚ୍‌ର ଅଭାବ ଲୁଣ ସଙ୍କଟର ମୁଖ୍ୟ କାରଣ ସାଜିପାରେ। ଏବେ ଗୁଜରାଟର କଚ୍ଛ ଅଞ୍ଚଳର ଗାନ୍ଧିଧାମରେ ପ୍ରାୟ ୮ ଲକ୍ଷ ଟନ୍‌ ଲୁଣ ଚାଲାଣ ନ ହୋଇପାରି ପଡ଼ି ରହିଛି।

ଗୁଜରାଟରେ ଥିବା ୨୦ ଲୁଣ ବିଶୋଧାନାଗାର ମଧ୍ୟରୁ ୧୪ଟି ଗାନ୍ଧିଧାମରେ ଅବସ୍ଥିତ। ତେବେ ବର୍ତ୍ତମାନ ସୁଦ୍ଧା ଦେଶରୁ କେଉଁଠି ଲୁଣ ସମସ୍ୟା ନେଇ ସେମିତି କିଛି ସୂଚନା ଆସି ନାହିଁ। ତେବେ ଆବଶ୍ୟକ କୋଚ ଅଭାବ ଯୋଗୁଁ ଗାନ୍ଧିଧାମରେ ପଡ଼ିରହିଥିବା ଲୁଣ ପରିବହନ ହୋଇପାରୁନି। ଅଧିକାଂଶ କୋଚ୍‌ ଗୁଡ଼ିକୁ ଗୁଜରାଟର ବିଭିନ ବନ୍ଦର ତଥା କାଣ୍ଡଲା, ମୁନ୍ଦ୍ରା ଏବଂ ଟୁନା ବନ୍ଦରରେ ବ୍ୟବହୃତ ହୋଇଥିବାରୁ ଏଭଳି ସମସ୍ୟା ଉପୁଜିଛି । ଏହି ସବୁ ବନ୍ଦରରେ ୧୭ ଲକ୍ଷ ଟନ୍‌ ସାମଗ୍ରୀ ପଡ଼ିରହିଥିବାରୁ ଏଗୁଡ଼ିକୁ ଖାଲି କରିବା ପାଇଁ ଏସବୁ ଜାଗାକୁ ଅଧିକ ମାଲଗାଡ଼ି ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story