ରାଜୀବଙ୍କୁ ଖୋଜିବ ସିବିଆଇର ନୂଆ ଟିମ୍‌

କୋଲକାତା: କୋଲକତାର ପୂର୍ବତନ ପୁଲିସ୍‌ ମୁଖ୍ୟ ରାଜୀବ କୁମାରଙ୍କୁ କୋଜିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗଠନ କରିଛି ନୂଆ ଟିମ୍‌। ବୁଧବାର ସିବିଆଇର ଏହି ସ୍ୱତନ୍ତ୍ର ଟିମ୍‌ କୋଲକାତା ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସିବିଆଇର ୨ ଜଣଏସ୍‌ପି ରାଙ୍କର ଅଧିକାରୀଙ୍କ ସମେତ ୧୦ ଜଣ ଅଧିକାରୀ ଦିଲ୍ଲୀରୁ କୋଲକାତା ଆସିଛନ୍ତି। ସେମାନେ କୋଲକାତାର ସିଜିଓ କମ୍ପ୍ଲେକ୍ସଠାରେ ଥିବା ସିବିଆଇ କାର୍ଯ୍ୟାଳୟ ପହଞ୍ଚିବା ସହ ଏଠାରେ ନିଯୁକ୍ତ ଯୁଗ୍ମ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବଙ୍କୁ ଭେଟିଛନ୍ତି। […]

rajeev

rajeev

Subrat Kumar Nayak
  • Published: Wednesday, 18 September 2019
  • Updated: 18 September 2019, 05:37 PM IST

Sports

Latest News

କୋଲକାତା: କୋଲକତାର ପୂର୍ବତନ ପୁଲିସ୍‌ ମୁଖ୍ୟ ରାଜୀବ କୁମାରଙ୍କୁ କୋଜିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗଠନ କରିଛି ନୂଆ ଟିମ୍‌। ବୁଧବାର ସିବିଆଇର ଏହି ସ୍ୱତନ୍ତ୍ର ଟିମ୍‌ କୋଲକାତା ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସିବିଆଇର ୨ ଜଣଏସ୍‌ପି ରାଙ୍କର ଅଧିକାରୀଙ୍କ ସମେତ ୧୦ ଜଣ ଅଧିକାରୀ ଦିଲ୍ଲୀରୁ କୋଲକାତା ଆସିଛନ୍ତି। ସେମାନେ କୋଲକାତାର ସିଜିଓ କମ୍ପ୍ଲେକ୍ସଠାରେ ଥିବା ସିବିଆଇ କାର୍ଯ୍ୟାଳୟ ପହଞ୍ଚିବା ସହ ଏଠାରେ ନିଯୁକ୍ତ ଯୁଗ୍ମ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବଙ୍କୁ ଭେଟିଛନ୍ତି।

ପଶ୍ଚିମବଙ୍ଗର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିଆଇଡିର ଦାୟିତ୍ୱରେ ଥିବା ରାଜୀବ କୁମାରଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ୍‌ କରିଥିଲା। ଗତ ଶନିବାରରେ ସିବିଆଇ କାର୍ଯ୍ୟାଳୟ ଆସିବାକୁ ଏହି ସମନ୍‌ରେ କୁହାଯାଇଥିଲା। କିନ୍ତୁ ଏହି ଦିନ ସେ ହାଜର ହୋଇନଥିଲେ। ଏହା ବଦଳରେ ଆଉ କିଛି ଦିନ ସମୟ ଦେବାକୁ ରାଜୀବ ସିବିଆଇକୁ ମେଲ୍‌ କରିଥିଲେ।

ଶାରଦା ଚିଟ୍‌ ଫଣ୍ଡ ମାମଲାରେ ତାଙ୍କୁ ଏହି ସମନ୍‌ କରାଯାଇଥିଲା। ଏହାପରେ କୋଲକତା ହାଇକୋର୍ଟ ମଧ୍ୟ ରାଜୀବଙ୍କୁ ଗିରଫଦାରୀରୁ ବଞ୍ଚାଇବା ପାଇଁ ପୂର୍ବରୁ ଦେଇଥିବା ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ମଙ୍ଗଳବାର ବରାସତ୍‌ର ଏବଂ ସ୍ୱତନ୍ତ୍ର କୋର୍ଟ ଏବଂ ଜିଲ୍ଲା କୋର୍ଟ ମଧ୍ୟ ରାଜୀବଙ୍କ ଅନ୍ତରୀଣ ଜାମିନ୍‌ର ଶୁଣାଣି କରିବାକୁ ମନା କରିଦେଇଛନ୍ତି।

ତାଙ୍କର ବର୍ତ୍ତମାନ ଅବସ୍ଥିତି ବାବଦରେ ଜାଣିବା ପାଇଁ ପଶ୍ଚିମବଙ୍ଗ ପୁଲିସ୍‌ର ମଧ୍ୟ ସାହାଯ୍ୟ ନିଆଯାଉଛି। ତେବେ ସିବିଆକୁ ଡିଜିପି ବୀରେନ୍ଦ୍ର କହିଛନ୍ତି, ରାଜୀବ ତାଙ୍କ ଛୁଟି ଦରଖାସ୍ତରେ ୩୪, ପାର୍କ ଷ୍ଟ୍ରୀଟ୍‌, କୋଲକାତାକୁ ନିଜର ଠିକଣା ଦର୍ଶାଇଛନ୍ତି। କିନ୍ତୁ ସିବିଆଇ ତାଙ୍କୁ ସେଠାରେ ପାଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story