ଏବେ ସାରିଡନ୍‌ ବିକ୍ରି ହୋଇପାରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେନ୍‌କିଲର୍‌ ସାରିଡନ୍‌ ସମେତ ୩୨୮ ପ୍ରକାରର ଫିକ୍ସଡ୍‌ ଡୋଜ୍‌ କମ୍ବିନେସନ୍‌ ବା ଏଫ୍‌ଡିସି ଔଷଧକୁ ବ୍ୟାନ୍‌ କରିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ସାରିଡନ୍‌ ଓ ଅନ୍ୟ ଦୁଇଟି ଏଫ୍‌ଡିସିକୁ ବର୍ତ୍ତମାନ ବିକ୍ରି କରାଯାଇ ପାରିବ ବୋଲି ରୁଲିଂ ଦେଇଛନ୍ତି। ଡ୍ରଗ୍ସ ମାର୍କେଟ ପକ୍ଷରୁ ଆଗତ ଏକ ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୯୮୮ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏଫ୍‌ଡିସି ଉପରେ କେନ୍ଦ୍ର ସରକାର ବ୍ୟାନ୍‌ ଲଗାଇଥିବାରୁ ଆଜି […]

banned-medicines in india

banned-medicines in india

Sampad Mahapatra
  • Published: Monday, 17 September 2018
  • Updated: 17 September 2018, 10:13 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେନ୍‌କିଲର୍‌ ସାରିଡନ୍‌ ସମେତ ୩୨୮ ପ୍ରକାରର ଫିକ୍ସଡ୍‌ ଡୋଜ୍‌ କମ୍ବିନେସନ୍‌ ବା ଏଫ୍‌ଡିସି ଔଷଧକୁ ବ୍ୟାନ୍‌ କରିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ସାରିଡନ୍‌ ଓ ଅନ୍ୟ ଦୁଇଟି ଏଫ୍‌ଡିସିକୁ ବର୍ତ୍ତମାନ ବିକ୍ରି କରାଯାଇ ପାରିବ ବୋଲି ରୁଲିଂ ଦେଇଛନ୍ତି। ଡ୍ରଗ୍ସ ମାର୍କେଟ ପକ୍ଷରୁ ଆଗତ ଏକ ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

୧୯୮୮ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏଫ୍‌ଡିସି ଉପରେ କେନ୍ଦ୍ର ସରକାର ବ୍ୟାନ୍‌ ଲଗାଇଥିବାରୁ ଆଜି ସର୍ବୋଚ୍ଚ ଅଦାଲତ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୩୨୮ ପ୍ରକାରର ଔଷଧ ମଧ୍ୟରେ ସାରିଡନ୍‌ ଓ ସ୍କିନ କ୍ରିମ୍‌ ପାନ୍‌ଡ୍ରେମ୍‌ ମଧ୍ୟ ରହିଥିଲା। ତେବେ ସରକାରଙ୍କ ଏହି ବ୍ୟାନ୍‌ ନିର୍ଦ୍ଦେଶକୁ ବିଭିନ୍ନ ଔଷଧ କମ୍ପାନୀଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା।

ଆଜି ଆବେଦନକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ୧୯୮୮ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଔଷଧ ଗୁଡ଼ିକୁ ସରକାର ଅସିଦ୍ଧ ଘୋଷଣା କରିଛନ୍ତି। କିନ୍ତୁ ପୂର୍ବରୁ ସୁପ୍ରିମକୋର୍ଟ ୧୫ ପ୍ରକାରର ଏଫ୍‌ଡିସି ଔଷଧକୁ ସରକାରଙ୍କ ବ୍ୟାନ୍‌ରୁ ଅନେକ ଥର ବାହାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଯାଉ ବୋଲି କହିଥିଲେ।

ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଶୁଣିବା ପରେ Saridon, Piriton Expectorant and Dart ଭଳି ଏଫ୍‌ଡିସି ଔଷଧକୁ ଏହି ବ୍ୟାନ୍‌ ତାଲିକାରୁ ବର୍ତ୍ତମାନ ପାଇଁ ବାଦ୍‌ ଦିଆଯିବ ବୋଲି କହିଥିଲେ। କେନ୍ଦ୍ର ସରକାର କାରଣ ନ ଦର୍ଶାଇଲା ଯାଏ, ଏହି ୩ ପ୍ରକାରର ଔଷଧ ବିକ୍ରି ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ରାୟ Glaxo, Smith Kline ଓ Piramal ଭଳି କମ୍ପାନୀକୁ ଆଶ୍ୱସ୍ତି ଦେଇଛି। କାରଣ ଏହି କମ୍ପାନୀମାନେ ଏହି ୩ ପ୍ରକାରର ଏଫ୍‌ଡିସି ଔଷଧ ବିକ୍ରି କରି ପ୍ରସିଦ୍ଧି ଲାଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story